UP Police
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ୟୁପି ପୋଲିସର ବଡ ସଫଳତା
Published On
By Samaya Live
କାନପୁର: ଜୁନ ୭: କାନପୁର ହିଂସାକାଣ୍ଡକୁ ନେଇ ଉତ୍ତର ପ୍ରଦେଶ ପୋଲିସ ପୋଷ୍ଟର ଜାରି କରିଛି । ହିଂସାକାଣ୍ଡ ଭିଡିଓରୁ ଫଟୋ ବାହାର କରି ପୋଷ୍ଟର ପ୍ରସ୍ତୁତ ହୋଇଥିବାବେଳେ ଲୋକେ ପୋଲିସରେ ଆତ୍ମ ସମର୍ପଣ କରିବାରେ ଲାଗିଛନ୍ତି । ଏଥିରେ ଜଣେ ୧୬ ବର୍ଷ ବୟସ୍କ ନାବାଳକ କର୍ଣ୍ଣେଲ ଗଞ୍ଜ ପୋଲିସ ଷ୍ଟେସନକୁ ଯାଇ ଆତ୍ମସମର୍ପଣ କରିଛି । ପୋଲିସ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୫୦ ଜଣଙ୍କୁ ଗିରଫ କରାସରିଛି । ନିର୍ଦ୍ଦୋଷ ଲୋକଙ୍କୁ ଯେପରି ସମସ୍ୟା […]
ବିମାନବନ୍ଦର ଚଟାଣରେ ବସିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
Published On
By Samaya Live
ଲକ୍ଷ୍ମୌ: ଅକ୍ଟୋବର ୦୫: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସାକୁ ନେଇ ରାଜନୀତିରେ ଝଡ଼ ଦେଖାଯାଇଛି । ଆଜି ଏହି ଘଟଣାକୁ କେନ୍ଦ୍ର କରି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଲକ୍ଷ୍ମୌର ବିମାନବନ୍ଦର ଚଟାଣରେ ବସିଛନ୍ତି । ସେଠାରେ ତାଙ୍କୁ ସୁରକ୍ଷାକର୍ମୀ ଉଠାଇବାକୁ ଚେଷ୍ଟା କରିଥିଲେ, ହେଲେ ମୁଖ୍ୟମନ୍ତ୍ରୀ ତାଙ୍କ ଜିଦ୍ରେ ଅଟଲ ରହିଥିଲେ । ଘଟଣା ଅନୁସାରେ, ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡକୁ ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ୟୁପିରେ ପହଞ୍ଚିଥିଲେ । ହେଲେ ତାଙ୍କୁ ୟୁପି […]
ପ୍ରିୟଙ୍କା ଗାନ୍ଧୀ ଗିରଫ
Published On
By Samaya Live
ଉତ୍ତରପ୍ରଦେଶ: କଂଗ୍ରେରର ସାଧାରଣ ସମ୍ବାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ସୀତାପୁରରୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି । ଗିରଫ ପରେ ପୋଲିସ ତାଙ୍କୁ ସୀତାପୁର ପିଏସି ଗେଷ୍ଟ ହାଉସ୍ରେ ରଖିଛି । ଭୋର୍ ପ୍ରାୟ ସାଢ଼େ ୪ଟାରୁ ପ୍ରିୟଙ୍କାଙ୍କୁ ଗିରଫ କରାଯାଇଛି । ହେଲେ ଏପର୍ଯ୍ୟନ୍ତ ତାଙ୍କୁ କୋର୍ଟ ଚାଲଣ କରାଯାଇ ନାହିଁ ବୋଲି କଂଗ୍ରେସର ବରିଷ୍ଠ ନେତା ପି. ଚିତାମ୍ବରମ୍ ସୂଚନା ଦେଇଛନ୍ତି । ତେବେ ପ୍ରିୟଙ୍କା ବିରୋଧରେ ଧାରା ୧୫୧, ୧୦୭ ଏବଂ ୧୧୬ ଅନୁସାରେ […]
ବିକୃ ହତ୍ୟା ଘଟଣା ରେ ସହିଦ ପୋଲିସ କର୍ମଚାରୀଙ୍କ ଝିଅ ପୋଲିସ ଚାକିରି ରେ ଯୋଗ ଦେଲେ
Published On
By Samaya Live
କାନପୁର (ଉତ୍ତରପ୍ରଦେଶ): ଜୁଲାଇ ୨୯ : ଗତ ବର୍ଷ ଜୁଲାଇରେ ନିହତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏବଂ ତାର ସହଯୋଗୀ ମାନେ କାନପୁର ର ଚୋୖବେପୁର ଅଂଚଳ ରେ ଥିବା ବିକୃ ଗାଁ ରେ ୮ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିଲେ I ସେହି ୮ ଜଣ କର୍ମଚାରୀଙ୍କ ମଧ୍ୟରୁ ଦୁଇଜଣ ଙ୍କ ସମ୍ପର୍କୀୟ ଙ୍କୁ ପୋଲିସ ବିଭାଗ ରେ ଚାକିରୀ ଯୋଗାଇ ଦେଇଛି ଉତ୍ତରପ୍ରଦେଶ ପୋଲିସ I ସେହି ଘଟଣା ରେ ନିହତ ହେଇଥିବା […]

