up government decide to decrease the retirement age to 50
ଦେଶ- ବିଦେଶ 

ଏଣିକି ୬୦ ନୁହେଁ ୫୦ରେ ନବାକୁ ପଡିବ ଅବସର

ଏଣିକି ୬୦ ନୁହେଁ ୫୦ରେ ନବାକୁ ପଡିବ ଅବସର ୟୁପି: ଜୁଲାଇ ୦୮: ଏଣିକି ସରକାରୀ ଚାକିରିଆଙ୍କ ଅବସର ବୟସକୁ ୫୦ ବର୍ଷ କଲେ ସରକାର । ଅର୍ଥାତ ୫୦ ବର୍ଷ ପରେ ଆପଣ ଆଉ କାମ କରିପାରିବେନି । ପୂର୍ବରୁ ୬୦ କିମ୍ବା ୬୨ ବର୍ଷରେ ସରକାରୀ ଚାକିରିଆମାନେ ଅବସର ନେଉଥିବା ବେଳେ ଏବେ ସେଇ ନିୟମରେ ବଡ଼ ଧରଣମ ପରିବର୍ତ୍ତନ କରିଛନ୍ତି ସରକାର । ଏଣିକି ଅବସର ବୟସସୀମାକୁ ୫୦ ବର୍ଷ କରାଯାଇଛି । ସୂଚନା ଅନୁସାରେ, ୟୁପି ସରକାର ଏଇ ନିୟମ ଲାଗୁ […]
Read More...

Advertisement