United Kindom Prime Minister Rishi Sunak
ବିଶ୍ବ 

୩୦୦୦ ଭାରତୀୟଙ୍କୁ ବ୍ରିଟିଶ ଭିସା ମଞ୍ଜୁର

୩୦୦୦ ଭାରତୀୟଙ୍କୁ ବ୍ରିଟିଶ ଭିସା ମଞ୍ଜୁର ଲଣ୍ଡନ୍‌: ବ୍ରିଟେନରେ କାର୍ଯ୍ୟ କରିବା ନିମନ୍ତେ ପ୍ରତିବର୍ଷ ଭାରତରୁ ୩୦୦୦ ଯୁବ ବିଶେଷଜ୍ଞଙ୍କ ପାଇଁ ‘ଭିସା’ ଯୋଗାଇ ଦେବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ ଗୃହୀତ କରିଛନ୍ତି । ଗତବର୍ଷ ହୋଇଥିବା ‘ୟୁକେ-ଇଣ୍ଡିଆ ମାଇଗ୍ରେସନ୍‌’ ଏବଂ ‘ମୋବିଲିଟି ପାର୍ଟନର୍ସିପ୍‌’ ରାଜିନାମାର ସାମର୍ଥ୍ୟ ଉପରେ ଗୁରୁତ୍ୱାରୋପ କରି ବ୍ରିଟିସ୍‌ ସରକାର କହିଛନ୍ତି, ଏହି ଯୋଜନାରୁ ଲାଭ ପାଇବାରେ ଭାରତ ହେଉଛି ପ୍ରଥମ ‘ଭିସା-ନ୍ୟାସ୍ନାଲ୍‌’ ଦେଶ । Today the UK-India Young Professionals Scheme was confirmed, offering […]
Read More...

Advertisement