Unique Oats recipe
ଜୀବନଚର୍ଯ୍ୟା 

ଓଟସ୍‌ ଚପ୍‌

ଓଟସ୍‌ ଚପ୍‌ ସାମଗ୍ରୀ – ଅଧା କପ ଓଟସ୍‌, ଅଧା କପ ହରଡ ଡାଲି, ଗୋଟିଏ କଟା ପିଆଜ, ଗୋଟିଏ କଟା କ୍ୟାପସିକମ୍‌, ଗୋଟିଏ କଟା ଗାଜର, ଅଧା ଚାମଚ ଲଙ୍କାଗୁଣ୍ଡ, ଅଳ୍ପ ପରିମାଣ ଗୋଲମରିଚ । ପ୍ରଣାଳୀ – ଗୋଟିଏ ପାତ୍ରରେ ହରଡଡାଲିକୁ ବତୁରାଇ ବାଟି ନିଅନ୍ତୁ । ଏଥିରେ ଓଟସ୍‌ ଗୁଣ୍ଡ, ଲୁଣ, ଲଙ୍କାଗୁଣ୍ଡ, ଗୋଲମରିଚ ଗୁଣ୍ଡ, ସମସ୍ତ କଟା ଯାଇଥିବା ପରିବା, ପିଆଜ ପକାଇ ଗୋଳାନ୍ତୁ । ତାପରେ ଏହାକୁ ଗୋଲ ଗୋଲ କରି ଛାଣି […]
Read More...

Advertisement