Union Minister on Home Quarantine
ଦେଶ- ବିଦେଶ 

କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ଆଇସିସିଆର ର ସଭାପତି ବିନୟ ସହସ୍ରବୁଦ୍ଧେ Home Quarantine ରେ ରହିଲେ

କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ଆଇସିସିଆର ର ସଭାପତି ବିନୟ ସହସ୍ରବୁଦ୍ଧେ Home Quarantine ରେ ରହିଲେ ନୂଆ ଦିଲ୍ଲୀ : ଅଗଷ୍ଟ ୩: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରୋନା ସଂକ୍ରମିତ ହେବା ପରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହେଇଛନ୍ତି I କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଶାହାଙ୍କୁ ଶନିବାର ଭେଟିଥିବାରୁ Home Quarantine ରେ ରହିଲେ I କେନ୍ଦ୍ର ଆଇନ ଏବଂ ନ୍ୟାୟ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ପ୍ରସାଦ ଏକ ଟୁଇଟରେ କହିଛନ୍ତି, “ବନ୍ଧୁଗଣ! ମୁଁ ସମ୍ପୂର୍ଣ୍ଣ ଭଲ ଅଛି। ପ୍ରୋଟୋକଲ ଅନୁସରଣ କରିବା ପାଇଁ ମୁଁ […]
Read More...

Advertisement