Union Health Ministry
ଦେଶ- ବିଦେଶ 

୬-୮ ସପ୍ତାହ ଘୁଞ୍ଚିଲା ନିଟ୍‌ ପିଜି ପରୀକ୍ଷା ୨୦୨୨

୬-୮ ସପ୍ତାହ ଘୁଞ୍ଚିଲା ନିଟ୍‌ ପିଜି ପରୀକ୍ଷା ୨୦୨୨ ଭୁବନେଶ୍ୱର: ଫେବୃଆରୀ ୦୪: କେନ୍ଦ୍ର ସ୍ୱ।ସ୍ଥ୍ୟ ମନ୍ତ୍ରଣ।ଳୟ ନିଟ୍‌ ପିଜି ୨୦୨୨ ପରୀକ୍ଷ। ତ।ରିଖକୁ ଛଅରୁ ଆଠ ସପ୍ତ।ହ ପର୍ଯ୍ୟନ୍ତ ସ୍ଥଗିତ ରଖିଛି । ସ୍ୱ।ସ୍ଥ୍ୟସେବ। ନିର୍ଦ୍ଦେଶକ ଏକ ବିଜ୍ଞପ୍ତିରେ ଏହାର ତାରିଖ ଘୁଞ୍ଚିବା ନେଇ ସୂଚନା ଦେଇଛନ୍ତି। ଶୁକ୍ରବ।ର ଦିନ ପରୀକ୍ଷ।ର ସ୍ଥଗିତ।ଦେଶ ଉପରେ ସୁପ୍ରିମକୋର୍ଟ ଏକ ଶୁଣ।ଣି କରିବେ ବୋଲି ଧ।ର୍ଯ୍ୟ କର।ଯ।ଇଥିଲ।। ଜ।ନୁୟ।ରୀ ୨୫ ରେ ଏହି ଆବେଦନ କର।ଯ।ଇଥିଲ।। ଛଅ ଏମବିବିଏସ ଛ।ତ୍ର ସର୍ବୋଚ୍ଚ ନ୍ୟ।ୟ।ଳୟ ନିକଟକୁ ଯ।ଇ ବ।ଧ୍ୟତ।ମୂଳକ ଇଣ୍ଟର୍ନସିପ୍ […]
Read More...
ଓଡ଼ିଶା 

ଓଡ଼ିଶାରେ ଓମିକ୍ରନ୍‌

ଓଡ଼ିଶାରେ ଓମିକ୍ରନ୍‌ ଭୁବନେଶ୍ୱର, କଟକ: ଡିସେମ୍ବର ୨୧: ଓଡ଼ିଶାରେ ଦୁଇଜଣ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନେ ଟୁଇନ୍‌ ସିଟି ବାସୀନ୍ଦା । ଏନେଇ ଆଇଏଲଏସ୍‌ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି । ଏମାନଙ୍କ ଭିତରୁ ଜଣେ କଟକର ଓ ଆଉଜଣେ ଖୋର୍ଦ୍ଧାର ଅଛନ୍ତି । ଜଣେ ନାଇଜେରିଆ ଓ ଆଉଜଣେ କାତାରରୁ ଓଡ଼ିଶାକୁ ଫେରିଥିବା ଖବର ମିଳିଛି । ଜିନମ୍‌ ସିକେ୍ୱନ୍‌ସିଂରେ ସେମାନେ ଓମିକ୍ରନରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ତେବେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର […]
Read More...

Advertisement