Transfer of Odisha IPS Officers
ଓଡ଼ିଶା 

ଆଇପିଏସ୍‌ ସ୍ତରରେ ଅଦଳବଦଳ: ବଦଳିଲେ ସାଗରିକା, ଅନୁପ

ଆଇପିଏସ୍‌ ସ୍ତରରେ ଅଦଳବଦଳ: ବଦଳିଲେ ସାଗରିକା, ଅନୁପ ଭୁବନେଶ୍ୱର : ଜୁଲାଇ ୧୪: ରାଜ୍ୟ ସରକାର ଆଇପିଏସ୍‌ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତିଙ୍କୁ ଅଗ୍ନିଶମ ବିଭାଗ ର ଡିଜି ଭାବେ ନିଯୁକ୍ତି ଦିଆଯାଇଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଏମ୍‌ ଅକ୍ଷୟଙ୍କୁ ପୁଲିସ୍‌ ଗୃହନିର୍ମାଣ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ପୁଲିସ୍‌ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ଥିବା ଆଇପିଏସ୍‌ ଲଳିତ ଦାସଙ୍କୁ ଅତିରିକ୍ତ ଡିଜି, ଯୋଗାଯୋଗ ଭାବେ ଅବସ୍ଥାପିତ କରାଯାଇଛି । […]
Read More...

Advertisement