Train during Lockdown
ଓଡ଼ିଶା 

୧୨ରୁ ଚାଲିବ ଟ୍ରେନ୍;‌ ୧୧ରୁ ଟିକେଟ୍‌ ବୁକିଂ

୧୨ରୁ ଚାଲିବ ଟ୍ରେନ୍;‌ ୧୧ରୁ ଟିକେଟ୍‌ ବୁକିଂ Edited by Papu Mohanty ଭୁବନେଶ୍ୱର (ସବୁ୍ୟ): 10/05; ଚଳିତମାସ ୧୨ତାରିଖରୁ ଦେଶରେ ରେଳସେବା ଆରମ୍ଭ ହେବ । ଏଥିପାଇଁ ୧୧ତାରିଖ ଅପରାହ୍ନ ୪ଟାରୁ ଆଇଆରସିଟି ଅଫିସିଆଲ୍‌ରେ େୱବସାଇଟ୍‌ରେ ଟିକେଟ୍‌ ବୁକିଂ ଆରମ୍ଭ ହେବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଲକ୍‌ଡାଉନ୍‌ ଯୋଗୁ ରେଳସେବା ବନ୍ଦ ରହିଥିଲା । ମୋଟ ୧୩,୫୨୩ଟି ଟ୍ରେନ ଏବେ ବିଭିନ୍ନ ରେଳ ଷ୍ଟେସନରେ ଅଟକି ରହିଛି । ଟିକେଟ୍‌ […]
Read More...

Advertisement