TMC
ରାଜନୀତି 

ଟିଏମସିର ଜାତୀୟ ମୁଖପାତ୍ର ହେଲେ ବାବୁଲ ସୁପ୍ରିଓ

ଟିଏମସିର ଜାତୀୟ ମୁଖପାତ୍ର ହେଲେ ବାବୁଲ ସୁପ୍ରିଓ କୋଲକାତା: ଜୁଲାଇ ୧୧: ତୃଣମୂଳ କଂଗ୍ରେସ ବିଧାୟକ ବାବୁଲ ସୁପ୍ରିଓଙ୍କୁ ଗୁରୁଦାୟିତ୍ୱ ନ୍ୟସ୍ତ କରିଛି । ପାର୍ଟି ପକ୍ଷରୁ ତାଙ୍କୁ ଜାତୀୟ ମୁଖପାତ୍ର ନିଯୁକ୍ତ କରାଯାଇଛି । ତାଙ୍କ ବ୍ୟକ୍ତିତ୍ୱ ଓ ପୂର୍ବ ଅଭିଜ୍ଞତାକୁ ଆଧାର କରି ତାଙ୍କୁ ଏହି ପଦବୀ ଦିଆଯାଇଥିବା ପାର୍ଟି ପକ୍ଷରୁ କୁହାଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁପ୍ରିଓ ଏଥିଲାଗି ପାର୍ଟି ସୁପ୍ରିମୋଙ୍କୁ ଟ୍ୱିଟ୍‌ କରି ଧନ୍ୟବାଦ ଜଣାଇଛନ୍ତି । ସୁପ୍ରିଓଙ୍କୁ ପାର୍ଟି ଦ୍ୱାରା ମୁଖପାତ୍ର ନିଯୁକ୍ତି ବେଙ୍ଗଲ ବାହାରେ ପାର୍ଟିର ଆଧାର […]
Read More...
ରାଜନୀତି  ଦେଶ- ବିଦେଶ 

ସଂସଦର ଅବଶିଷ୍ଟ ଅଧିବେଶନରୁ ଟିଏମସିର ଡେରେକ ଓବ୍ର।ଏନ୍ ନିଲମ୍ବିତ

ସଂସଦର ଅବଶିଷ୍ଟ ଅଧିବେଶନରୁ ଟିଏମସିର ଡେରେକ ଓବ୍ର।ଏନ୍ ନିଲମ୍ବିତ ନୂଆଦିଲ୍ଲୀ:ଡିସେମ୍ବର ୨୨: ସଂସଦର ଅବଶିଷ୍ଟ ଅଧିବେଶନରୁ ତ୍ରୁଣମୂଳ କଂଗ୍ରେସ ର।ଜ୍ୟସଭ। ସ।ଂସଦ ଡେରେକ ଓବ୍ର।ଏନ୍ଙ୍କୁ ନିଲମ୍ବିତ କର।ଯ।ଇଛି । ନିର୍ବ।ଚନ ରୋଲ ବିଲ୍ ଉପରେ ଆଲୋଚନ। ବେଳେ ବିରୋଧୀ ଦଳ ଏହ।ର ଜବ।ବ ରଖିଥିଲେ। ଏହି ସମୟରେ ଡେରେକ ଓବ୍ର।ଏନ୍ ରୁଲ ବୁକକୁ ସ।ମ୍ବ।ଦିକଙ୍କ ଟେବୁଲ ଆଡକୁ ଫିଙ୍ଗିଥିବ। ଅଭିଯୋଗ ହୋଇଛି । ଆସନ୍ତ। ଚ।ରି ଦିନ ମଧ୍ୟରେ ସଂସଦର ଅଧିବେଶନ ଶେଷ ହେବ।କୁ ଯ।ଉଛି । ଏହ।ପୂର୍ବରୁ ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ ୧୨ […]
Read More...

Advertisement