Tik Tok in India
ଦେଶ- ବିଦେଶ 

ଚୀନ୍‌ ଠାରୁ ଦୁରେଇଲା ଟିକ୍‌ଟକ୍

ଚୀନ୍‌ ଠାରୁ ଦୁରେଇଲା ଟିକ୍‌ଟକ୍ ନୂଆଦିଲ୍ଲୀ : ଜୁଲାଇ ୪:ଭାରତରେ ବ୍ୟାନ ହେବା ପରେ ଏବେ ଟିକ୍‌ଟକ୍‌ ଚୀନ୍‌ ଠାରୁ ଦୁରେଇ ଯିବା ଭଳି ସୂଚନା ମିଳିଛି । ଜୁନ ୨୯ରେ ଲୋକପ୍ରୀୟ ଆପ୍‌ ଟିକଟକ୍‌ ସମେତ ୫୮ଟି ଆପ୍‌କୁ ଭାରତ ସରକାର ବ୍ୟାନ କରିବା ପରେ ଟିକ୍‌ଟକ୍‌ ପାଇଁ ଏହା ଚିନ୍ତାର କାରଣ ହୋଇଥିଲା । ଭାରତରେ ଏହାର ପ୍ରାୟ ୧୦୦ ମିଲିୟନରୁ ଅଧିକ ୟୁଜର୍ସ ଅଛନ୍ତି । ବ୍ୟାନ ହେବା ପରେ ଟିକ୍‌ଟକ୍‌ ବିପୁଳ କ୍ଷତି ସହୁଛି । ଫଳତଃ […]
Read More...

Advertisement