Tiger death incident
ଓଡ଼ିଶା  ଅପରାଧ 

ବାଘ ମୃତ୍ୟୁ ଘଟଣା,୬ ଗିରଫ ଚଢ଼ାଉ ଜାରି

ବାଘ ମୃତ୍ୟୁ ଘଟଣା,୬ ଗିରଫ ଚଢ଼ାଉ ଜାରି ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବାଘପାଲି ଜଙ୍ଗଲରେ ଏକ କଲରାପତରିଆ ବାଘ ମୃତ୍ୟୁ ଅଦ୍ୟାବଧି ପୋଲିସ ୬ ଜଣଙ୍କୁ ଗିରଫ କରିବା ସହିତ ଚଢ଼ାଉ ଜାରି ରଖିଛି I ବାଘପାଲି ଚନ୍ଦଲି ଜଙ୍ଗଲରୁ ଗତ ମଙ୍ଗଳବାର ଉଲୁଣ୍ଡା ବନ ବିଭାଗ ଏକ କଲରାପତରିଆ ବାଘର ଗଳିତ ଶବକୁ ଉଦ୍ଧାର କରିଥିଲା। ଏହି ଘଟଣାରେ ବନ ବିଭାଗ ହାତରେ ଧରାପଡିଥିବା ୬ ଜଣ ଙ୍କ ମଧ୍ୟରେ ବାଘପାଲି ମଠର ମଠାଧୀଶ ଦାନବିହାରୀ ଶରଣ ଓରଫ ଦୟାସାଗର ଥାର୍ଟି ରହିଛନ୍ତି […]
Read More...

Advertisement