three wheel car
ଜିଲ୍ଲା 

ଔଷଧ ବେପାରୀ ତିଆରି କଲେ ତିନି ଚକିଆ ବିଦୁ୍ୟତ ଯାନ, ଘଣ୍ଟା ପ୍ରତି ଗଡ଼ୁଛି ୪୦ କିଲୋମିଟର

ଔଷଧ ବେପାରୀ ତିଆରି କଲେ ତିନି ଚକିଆ ବିଦୁ୍ୟତ ଯାନ, ଘଣ୍ଟା ପ୍ରତି ଗଡ଼ୁଛି ୪୦ କିଲୋମିଟର ରାଉରକେଲା: ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିଥାଏ । ଏହାକୁ ସତ୍ୟତାରେ ପରିପ୍ରକାଶ କରିଛନ୍ତି, ରାଉଲକେଲା ସ୍ଥାନୀୟ ଛେଣ୍ଡ କଲୋନିରେ ରହୁଥିବା ଭିକାରୀ ଚରଣ ସାହୁ(୫୯) । ନିଜସ୍ୱ ଜ୍ଞାନକୌଶଳରେ ତିଆରି କରିଛନ୍ତି ଏକ ଅଭିନବ ତିନି ଚକିଆ ବିଦୁ୍ୟତ ଯାନ । ଯାନର ବିଶେଷ ହେଲା, ଏହା ଉଭୟ ବିଦୁ୍ୟତ ଓ ସୌର ଶକ୍ତିରେ ପରିଚାଳିତ ହୋଇପାରିବ । ନିଜ ସମ୍ବଳରେ ମାତ୍ର ୨ ମାସ ଭିତରେ ଏହି ଯାନକୁ ସେ ତିଆରି କରିଛନ୍ତି […]
Read More...

Advertisement