three-killed-in-blast-at-pharmaceutical-factory
ଦେଶ- ବିଦେଶ 

ଆନ୍ଧ୍ରପ୍ରଦେଶ :ଔଷଧ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ୩ ମୃତ

ଆନ୍ଧ୍ରପ୍ରଦେଶ :ଔଷଧ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ୩ ମୃତ ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ଗୌରୀପଟନମ ଔଷଧ କାରଖାନାରେ ହୋଇଛି ଭୟଙ୍କର ବିସ୍ଫୋରଣ । ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଜିଲ୍ଲା କଲେକ୍ଟର କେ.ମାଧବୀ ଲତା ଦୁର୍ଘଟଣାରେ ମୃତକଙ୍କ ସମ୍ପର୍କୀୟଙ୍କୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହାୟତା ଘୋଷଣା କରିଛନ୍ତି। ପରିଚାଳନା ଗତ ତ୍ରୁଟି ଯୋଗୁଁ ଏହି ବିସ୍ଫୋରଣ ଘଟିଥିବା ନେଇ ଅନୁମାନ କରାଯାଉଛି। ତେବେ ଘଟଣାର ତଦନ୍ତ ଚାଲିଛି। ପୋଲିସ ସୂତ୍ର ଅନୁସାରେ ଦୁର୍ଘଟଣା ଗୌରପଟ୍ଟନମସ୍ଥିତ ଭିଜନ ଡ୍ରଗ୍ସ ପ୍ରାଇଭେଟ […]
Read More...

Advertisement