The teacher's march on the Raj Road of the capital with three demands
ରାଜନୀତି  ଓଡ଼ିଶା 

୩ ଦଫା ଦାବି ନେଇ ରାଜଧାନୀ ରାଜ ରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର

୩ ଦଫା ଦାବି ନେଇ ରାଜଧାନୀ ରାଜ ରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର ଭୁବନେଶ୍ୱର : ରାଜଧାନୀ ରାଜ ରାସ୍ତାରେ ରଣହୁଙ୍କାର ଦେଲେ ପ୍ରାଥମିକ ଶିକ୍ଷକ I ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ୩ ଦଫା ଦାବିନେଇ ରାସ୍ତାରେ ଧାରଣା ଦେଇଛନ୍ତି ଶିକ୍ଷକ ସଂଘ I ୨୦୦୧ରୁ ନିଯୁକ୍ତ ସମସ୍ତ ସ୍ବେଚ୍ଛାସେବୀ ଶିକ୍ଷା ସହାୟକ, ଓ କନିଷ୍ଠ ଶିକ୍ଷକଙ୍କ ମୂଳ ଚାକିରିକୁ ସରକାରୀ ସେବା ରୂପେ ଗଣନା କରି ୬ଟି ପଦୋନ୍ନତି ପ୍ରଦାନ ଦାବିରେ ଆନ୍ଦୋଳନ କରୁଛନ୍ତି I ଏଥିସହ ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ସପ୍ତମ ବେତନ ଅନୁଯାୟୀ କେନ୍ଦ୍ରୀୟ ହାରରେ […]
Read More...

Advertisement