The speed of the plane will be faster than the speed of sound
ଜୀବନଚର୍ଯ୍ୟା 

ଧ୍ୱନିର ବେଗଠୁ ତୀବ୍ର ହେବ ବିମାନର ଗତି

ଧ୍ୱନିର ବେଗଠୁ ତୀବ୍ର ହେବ ବିମାନର ଗତି ଆପଣମାନେ ବହୁ ସୁପରହିରୋ ମୁଭି ଦେଖିଥିବେ ଯେଉଁଠି ହିରୋ ଆଲୋକ ଓ ଶବ୍ଦର ଗତି ସହ ସମାନ ବେଗରେ ଦୌଡୁଥିବା ଓ ଉଡୁଥିବା ନଜର ଆସୁଥିବ । ଏହା ତ କାଳ୍ପନିକ କାହାଣୀ ଆଧାରିତ ଚରିତ୍ର କିନ୍ତୁ ବୈଜ୍ଞାନିକମାନେ ଏହାକୁ ସତ୍ୟ ପ୍ରମାଣିତ କରିବାକୁ ବହୁ ଦିନରୁ ଚିନ୍ତା କରି ଆସୁଛନ୍ତି । ଯଦି ସେମାନେ ଏପରି ବିମାନ ତିଆରି କରିବାକୁ ସମର୍ଥ ହେବେ ତେବେ ମାନବ ଜୀବନରେ ବହୁତ ପରିବର୍ତ୍ତନ ଆସିବ । ଏବେ ବୈଜ୍ଞାନିକମାନେ […]
Read More...

Advertisement