The Indian Army
ବିଶ୍ବ  ଅପରାଧ 

ଅରୁଣାଞ୍ଚଳ ପ୍ରଦେଶରୁ ଯୁବକ ଅପହରଣ କରୁଛି ଚୀନ୍‌

ଅରୁଣାଞ୍ଚଳ ପ୍ରଦେଶରୁ ଯୁବକ ଅପହରଣ କରୁଛି ଚୀନ୍‌ ଅରୁଣାଞ୍ଚଳ ପ୍ରଦେଶ: ଜାନୁଆରୀ ୨୦: ପୁଣି ଚୀନ କରୁଛି ମନମାନି । ଅରୁଣ।ଚଳ ପ୍ରଦେଶ ସୀମ।ରୁ ଜଣେ କିଶୋରଙ୍କୁ ଅପହରଣ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ଇଷ୍ଟ ଅରୁଣ।ଚଳ ପ୍ରଦେଶ ସ।ଂସଦ ତ।ପିର ଗ।ଓ । ବୁଧବ।ର ଚୀନର ପିପୁଲସ ଲିବରେସନ ଆର୍ମି ପକ୍ଷରୁ ଦୁଇଜଣଙ୍କୁ ବଳପୂର୍ବକ ଅପହରଣ କର।ଯ।ଇଥିଲ। ।ସେମ।ନଙ୍କ ମଧ୍ୟରୁ ଜଣେ ଖସି ଆସିଥିବ। ବେଳେ ଆଉ ଜଣେ ତ।ଙ୍କ କବଳରେ ରହିଛନ୍ତି । ଗତବର୍ଷ ମଧ୍ୟ ଏପରି ୫ ଯୁବକଙ୍କୁ ବଳ ପୂର୍ବକ […]
Read More...

Advertisement