ଅରୁଣାଞ୍ଚଳ ପ୍ରଦେଶରୁ ଯୁବକ ଅପହରଣ କରୁଛି ଚୀନ୍
ଅରୁଣାଞ୍ଚଳ ପ୍ରଦେଶ: ଜାନୁଆରୀ ୨୦: ପୁଣି ଚୀନ କରୁଛି ମନମାନି । ଅରୁଣ।ଚଳ ପ୍ରଦେଶ ସୀମ।ରୁ ଜଣେ କିଶୋରଙ୍କୁ ଅପହରଣ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ଇଷ୍ଟ ଅରୁଣ।ଚଳ ପ୍ରଦେଶ ସ।ଂସଦ ତ।ପିର ଗ।ଓ । ବୁଧବ।ର ଚୀନର ପିପୁଲସ ଲିବରେସନ ଆର୍ମି ପକ୍ଷରୁ ଦୁଇଜଣଙ୍କୁ ବଳପୂର୍ବକ ଅପହରଣ କର।ଯ।ଇଥିଲ। ।ସେମ।ନଙ୍କ ମଧ୍ୟରୁ ଜଣେ ଖସି ଆସିଥିବ। ବେଳେ ଆଉ ଜଣେ ତ।ଙ୍କ କବଳରେ ରହିଛନ୍ତି । ଗତବର୍ଷ ମଧ୍ୟ ଏପରି ୫ ଯୁବକଙ୍କୁ ବଳ ପୂର୍ବକ […]
ଅରୁଣାଞ୍ଚଳ ପ୍ରଦେଶ: ଜାନୁଆରୀ ୨୦: ପୁଣି ଚୀନ କରୁଛି ମନମାନି । ଅରୁଣ।ଚଳ ପ୍ରଦେଶ ସୀମ।ରୁ ଜଣେ କିଶୋରଙ୍କୁ ଅପହରଣ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ଇଷ୍ଟ ଅରୁଣ।ଚଳ ପ୍ରଦେଶ ସ।ଂସଦ ତ।ପିର ଗ।ଓ । ବୁଧବ।ର ଚୀନର ପିପୁଲସ ଲିବରେସନ ଆର୍ମି ପକ୍ଷରୁ ଦୁଇଜଣଙ୍କୁ ବଳପୂର୍ବକ ଅପହରଣ କର।ଯ।ଇଥିଲ। ।ସେମ।ନଙ୍କ ମଧ୍ୟରୁ ଜଣେ ଖସି ଆସିଥିବ। ବେଳେ ଆଉ ଜଣେ ତ।ଙ୍କ କବଳରେ ରହିଛନ୍ତି । ଗତବର୍ଷ ମଧ୍ୟ ଏପରି ୫ ଯୁବକଙ୍କୁ ବଳ ପୂର୍ବକ ଅପହରଣ କରିଥିଲା ପିଏଲଏ। ଏ ନେଇ ଭାରତର କଡା ପ୍ରତିବାଦରେ ସେମାନଙ୍କୁ ମୁକ୍ତ କରିଥିଲା ଚୀନ।
1/2
Chinese #PLA has abducted Sh Miram Taron, 17 years of Zido vill. yesterday 18th Jan 2022 from inside Indian territory, Lungta Jor area (China built 3-4 kms road inside India in 2018) under Siyungla area (Bishing village) of Upper Siang dist, Arunachal Pradesh. pic.twitter.com/ecKzGfgjB7— Tapir Gao (@TapirGao) January 19, 2022
ଅନ୍ୟପଟେ ବିବ।ଦୀୟ ପ।ଙ୍ଗୋଙ୍ଗ ହ୍ରଦରେ ବେଆଇନ ଭ।ବେ ବ୍ରିଜ୍ କ।ମ କରୁଛି ଚୀନ । ସ୍ୟ।ଟେଲ।ଇଟ ଛବିରୁ ତଥ୍ୟ ସ।ମ୍ନ।କୁ ଆସିଛି । ବାରମ୍ବାର ଏପରି ମନମୁଖୀ କାମ କରି ଆସୁଥିବା ଚୀନ ବିଭିନ୍ନ ଷଡଯନ୍ତ୍ର ଦ୍ୱାରା ଭାରତକୁ ଚେକ୍ ଦବାକୁ ଚେଷ୍ଟା ଚଳାଇଛି। ତେବେ ଅପହୃତ ଯୁବକଙ୍କୁ ଉଦ୍ଧ।ର କରିବ। ପ।ଇଁ ସ।ଂସଦ ତ।ପିର ଗ।ଓ କେନ୍ଦ୍ର ସରକ।ରଙ୍କୁ ଅନୁରୋଧ କରିଛନ୍ତି ।




