The construction of the pole has stopped halfway
ଜିଲ୍ଲା 

ଅଧାରେ ଅଟକିଛି ପୋଲ ନିର୍ମାଣ, ବାଜିରେ ଲାଗୁଛି ନିରୀହ ଆଦିବାସୀଙ୍କ ଜୀବନ

ଅଧାରେ ଅଟକିଛି ପୋଲ ନିର୍ମାଣ, ବାଜିରେ ଲାଗୁଛି ନିରୀହ ଆଦିବାସୀଙ୍କ ଜୀବନ ବୋରିଗୁମ୍ମା : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ହରଦାଗୁଡା ପଞ୍ଚାୟତରେ ଗତ ୩ବର୍ଷ ହେବ ସ୍ଥାୟୀ ବି୍ରଜ ନିର୍ମାଣ କାର୍ଯ୍ୟ ଅଧାରେ ଅଟକିଛି । ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ ।ଏଥିରେ ଜରୁରୀ କାଳୀନ ଭାବେ ଯାତାୟାତ କରିବା ଲାଗି କୌଣସି ବିକଳ୍ପ ନଥିବାରୁ ବାଧ୍ୟ ହୋଇ ବର୍ଷାଦିନରେ ଜୀବନକୁ ବାଜି ଲଗେଇ ନଦୀ ପାର ହେଉଛନ୍ତି ଏହି ଅଞ୍ଚଳର ନିରୀହ ଆଦିବାସୀମାନେ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ହରଡ଼ାଗୁଡା ପଞ୍ଚାୟତ […]
Read More...

Advertisement