Thailand
ଖେଳ 

ଶେନ ଓ୍ୱର୍ଣ୍ଣଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ କ୍ରିକେଟ୍‌ ଟିମ୍‌

ଶେନ ଓ୍ୱର୍ଣ୍ଣଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ କ୍ରିକେଟ୍‌ ଟିମ୍‌ ନୂଆଦିଲ୍ଲୀ: ମାର୍ଚ୍ଚ ୦୫: ଅଷ୍ଟ୍ରେଲିଆର ମହାନ ବୋଲର ଶେନ ଓ୍ୱର୍ଣ୍ଣଙ୍କ ଦେହାନ୍ତ । ଶୁକ୍ରବାର ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ତାଙ୍କ ମୃତ୍ୟୁରେ ବିଶ୍ୱର କ୍ରିକେଟର ଓ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ଶନିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ୍ ସିରିଜର ଦ୍ୱିତୀୟ ଦିନ ଖେଳ ସମୟରେ, ଟିମ୍ ସଦସ୍ୟ ହାତରେ କଳାପଟି ବାନ୍ଧି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ମ୍ୟାଚ୍‌ ପୂର୍ବରୁ ଭାରତ ଓ ଶ୍ରୀଲଙ୍କା ଖେଳାଳି ଦୁଇ ମିନିଟ୍ […]
Read More...

Advertisement