test of india
ଜୀବନଚର୍ଯ୍ୟା 

ମଟନ୍‌ କଟଲେଟ୍‌

ମଟନ୍‌ କଟଲେଟ୍‌ ସାମଗ୍ରୀ – ୨୦୦ ଗ୍ରାମ ଗ୍ରେଟ୍‌ ମଟନ୍‌,ଛୋଟ କଟାହୋଇଥିବା ପିଆଜ ଏକଟା, ସିଝା ଆଳୁ ୨ଟି, ଏକ କପ୍‌ କର୍ଣ୍ଣଫ୍ଲୋର, ଏକ ଚାମଚ ଭିନେଗାର, ୨ଟି କଞ୍ଚଲଙ୍କା କଟାହୋଇଥିବା, ଏକ ଚାମଚ ଅଦା ରସୁଣ ପେଷ୍ଟ, ଅଧା ଚାମଚ ଗରମ ମସଲା, ଅଧା ଚାମଚ ଲଙ୍କା ଗୁଣ୍ଡ, କଟା ହୋଇଥିବା ଧନିଆ ପତ୍ର, ଅଧା ଚାମଚ ଚାଟ ମସଲା । ପ୍ରଣାଳୀ – ମିଡିଅମ୍‌ ଆଞ୍ଚରେ ପ୍ୟାନ୍‌ ବସାଇ ତେଲ ପକାଇ ପିଆଜ ଭାଜନ୍ତୁ । ଅଳ୍ପ […]
Read More...
ଜୀବନଚର୍ଯ୍ୟା 

ରାଜମା ପେଟି ବର୍ଗର

ରାଜମା ପେଟି ବର୍ଗର ସାମଗ୍ରୀ- ଗୋଟେ ବର୍ଗର ବନ୍‌, ସିଝା ଆଳୁ ଏକଟା, ଅଧାକପ ସିଝା ରାଜମା, ଅଧା କପ୍‌ ମଟର, ଅଧା ଚାମଚ ଲଙ୍କା ଗୁଣ୍ଡ, ଅଳ୍ପ ମରିଚ ଗୁଣ୍ଡ, କଟାହୋଇଥିବା ପିଆଜ ଓ ଟମାଟୋ, ବ୍ରେଡ୍‌କ୍ରମ, କର୍ଣ୍ଣଫ୍ଲୋର୍‌ । ପ୍ରଣାଳୀ – ଗୋଟିଏ ପାତ୍ରରେ ରାଜମା,ଆଳୁ, ମଟର, ଛୋଟ ଛୋଟ ପାଉଁରୁଟି ଖଣ୍ଡ ସହିତ ବିଭିନ୍ନ ମସଲା ପକାଇ ଗୋଳାନ୍ତୁ । ଏହାକୁ ଟିକି ଆକାରରେ କରି କର୍ଣ୍ଣଫ୍ଲୋର ଆଣରେ ବୁଡାଇ ବ୍ରେଡ୍‌କ୍ରମ ଲଗାଇ ଛାଣନ୍ତୁ । ଏହାପରେ […]
Read More...
ସାହିତ୍ୟ 

ଆଚାରୀ ଆଲୁ ଟିକା

ଆଚାରୀ ଆଲୁ ଟିକା ସାମଗ୍ରୀ – ୨୦ଟି ଛୋଟ ଚୋପାଛଡା ସିଝା ଆଳୁ, ଅଢେଇ ଚାମଚ ଆଚାର, ଅଳ୍ପ ପରିମାଣ କସୁରୀ ମେଥୀ, ଏକ ଚାମଚ ସୋରିଷ ତେଲ, ଅଳ୍ପ ପରିମାଣ ବଟର, ଅଳ୍ପ ଦହି, ଦେଢ ଚାମଚ ଅଦା ରସୁଣ ପେଷ୍ଟ, ଦେଢ ଚାମଚ ବେସନ, ଲୁଣ, ଅଳ୍ପ ପରିମାଣ ଚାଟ ମସଲା, ଏକ ଚାମଚ ଲଙ୍କା ଗୁଣ୍ଡ, ଅଳ୍ପ ହଳଦୀ, ଗରମ ମସଲା । ପ୍ରଣାଳୀ – ଏକ ପାତ୍ରରେ ଦହି, ଅଦା ରସୁଣ ପେଷ୍ଟ, ଭଜା ବେସନ […]
Read More...
ଜୀବନଚର୍ଯ୍ୟା 

ଏଗ୍‌ ସ୍ୟାଣ୍ଡୱିଚ୍‌ କେକ୍‌

ଏଗ୍‌ ସ୍ୟାଣ୍ଡୱିଚ୍‌ କେକ୍‌ ସାମଗ୍ରୀ- ୫ରୁ ୬ଟି ସିଝା ଅଣ୍ଡା, ୨ଟି ବଡ କଟା ପିଆଜ, ଏକ କପ୍‌ ମେଓନିଜ୍‌, ଏକ କପ୍‌ କ୍ରିମ୍‌ ଚିଜ୍‌, ଏକ କପ୍‌ କ୍ରିମ୍‌, ୧୬ଟି ବ୍ରେଡ୍‌, ନିଜ ପସନ୍ଦର ପରିବା, ମରିଚ ଗୁଣ୍ଡ । ପ୍ରଣାଳୀ – ସିଝା ଅଣ୍ଡାକୁ ପ୍ରଥମେ ଗ୍ରେଟ୍‌ କରି ନିଅନ୍ତୁ । ଏଥିରେ ପିଆଜ ଖଣ୍ଡ, ଲୁଣ, ମରିଚ ଗୁଣ୍ଡ ଓ ମେଓନିଜ୍‌ ମିଶାନ୍ତୁ । ପରେ ଏଥିରେ କ୍ରିମ୍‌ ଚିଜ୍‌ ଓ କ୍ରିମ୍‌ ମିଶାନ୍ତୁ । ଏହାପରେ […]
Read More...
ଜୀବନଚର୍ଯ୍ୟା 

ନଡିଆ ବର୍ଫି

ନଡିଆ ବର୍ଫି ସାମଗ୍ରୀ – ଏକ କପ ନଡିଆ କୋରା, ଅଧା କପ୍‌ ଖୀର, ଅଧା କପ୍‌ ମିଲ୍‌କମେଡ୍‌, ୩ରୁ ୪ଟି ଗୁଜୁରାତି, ଏକ ଚାମଚ ଚିନି, ୨ରୁ ୩ ଚାମଚ ଘିଅ, ଅଳ୍ପ ପରିମାଣ କେଶର, ୮ରୁ ୧୦ଟି କାଜୁ । ପ୍ରଣାଳୀ- ପ୍ରଥମେ ଖୀରକୁ ଗରମ କରିନିଅନ୍ତୁ । ଏକ ପାତ୍ରରେ କୋରା ନଡିଆ ନିଅନ୍ତୁ ଏଥିରେ ଉଷୁମ ଖୀରକୁ ପକାଇ ଗୋଳାନ୍ତୁ । ଏହି ମିଶ୍ରଣକୁ ଏକ ଘଣ୍ଟା ପାଇଁ ଅଲଗା ରଖନ୍ତୁ । ଏକ […]
Read More...
ଜୀବନଚର୍ଯ୍ୟା 

ପାଳଙ୍ଗ ଓ ମୂଳା ପତ୍ର ପରଟା

ପାଳଙ୍ଗ ଓ ମୂଳା ପତ୍ର ପରଟା ସାମଗ୍ରୀ – ୨କପ୍‌ ଅଟା, ୨କପ୍‌ କଟାହୋଇଥିବା ପାଳଙ୍ଗ ଶାଗ, ଏକ କପ୍‌ କଟାହୋଇଥିବା ମୂଳା ପତ୍ର, ଏକ ଚାମଚ ଭଜା ଜିରା ଗୁଣ୍ଡ, ଏକ ଚାମଚ ଲଙ୍କାଗୁଣ୍ଡ, ଅଳ୍ପ ପରିମାଣ ଗରମ ମସଲା, ଲୁଣ ସ୍ୱାଦ ଅନୁସାରେ । ପ୍ରଣାଳୀ – ପ୍ରଥମେ ମିଡିଅମ୍‌ ଆଞ୍ଚରେ ତେଲ ଗରମ କରନ୍ତୁ ଏଥିରେ ପାଳଙ୍ଗ ଓ ମୂଳା ପତ୍ର, ଗରମ ମସଲା, ଲଙ୍କା ଗୁଣ୍ଡ, ଭଜା ଜୀରା ଗୁଣ୍ଡ ସହ ଲୁଣ ପକାଇ ଭାଜନ୍ତୁ । ଶାଗରୁ […]
Read More...

Advertisement