terrorist-attack-in-rajouri-dangri-village
ଦେଶ- ବିଦେଶ  ଅପରାଧ 

ଜାମ୍ମୁ -କାଶ୍ମୀର ରାଜୌରୀରେ ଦ୍ୱିତୀୟ ଥର ପାଇଁ ଆତଙ୍କବାଦୀଙ୍କ ପ୍ରଚଣ୍ଡ ବିସ୍ଫୋରଣ ,୫ ମୃତ

ଜାମ୍ମୁ -କାଶ୍ମୀର ରାଜୌରୀରେ ଦ୍ୱିତୀୟ ଥର ପାଇଁ  ଆତଙ୍କବାଦୀଙ୍କ ପ୍ରଚଣ୍ଡ ବିସ୍ଫୋରଣ ,୫ ମୃତ ରାଜୌରୀ : ନୂଆବର୍ଷ ସକାଳେ ଜାମ୍ମୁ କାଶ୍ମୀରର ରାଜୌରୀରେ ଡାଙ୍ଗରି ଗ୍ରାମରେ IED ବିସ୍ଫୋରଣ ଘଟି ଜଣେ ବାଳକର ମୃତ୍ୟୁ ଘଟିବା ସହିତ ୪ ଜଣ ଆହତ ହୋଇଛନ୍ତି I ଏହି ବିସ୍ଫୋରଣ ଘଟଣାରେ ଆତଙ୍କବାଦୀଙ୍କ ହାତ ଥିବା ଜଣା ପଡିଛି I ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। IED ବିସ୍ଫୋରଣ ପରେ ସୁରକ୍ଷାକର୍ମୀ ମାନେ ଡ୍ରୋନ୍ ମାଧ୍ୟମରେ ସର୍ଚ୍ଚ ଅପରେସନ୍ ଚଳାଇଥିଲେ I ଏହି ସମୟରେ ସୁରକ୍ଷା ବାହିନୀ ଗାଁରେ ଆଉ ଏକ IED […]
Read More...

Advertisement