Terror hideout bust in J&K's Kupwara
ଦେଶ- ବିଦେଶ 

କୁପୱାଡ଼ାରେ ଆତଙ୍କୀ ଆଡ଼ା ସ୍ଥଳ ଉପରେ ଚଢ଼ଉ : ରାଇଫଲ୍, ଗ୍ରେନେଡ୍ ଓ ଗୁଳି ଜବତ

କୁପୱାଡ଼ାରେ ଆତଙ୍କୀ ଆଡ଼ା ସ୍ଥଳ ଉପରେ ଚଢ଼ଉ : ରାଇଫଲ୍, ଗ୍ରେନେଡ୍ ଓ ଗୁଳି ଜବତ ଶ୍ରୀନଗର: ଜମ୍ମୁ-କାଶ୍ମୀରର କୁପୱାଡ଼ା ଜିଲ୍ଲାର ହଣ୍ଡୱାଡ଼ା-ନୌଗାମ ସେକ୍ଟରର ନିୟନ୍ତ୍ରଣ ରେଖା ନିକଟରେ ଶୁକ୍ରବାର ସୁରକ୍ଷାକର୍ମୀମାନେ ଏକ ଆତଙ୍କୀ  ଆଡ଼ାସ୍ଥଳର ପର୍ଦ୍ଦାଫାସ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ଗୁଇନ୍ଦା ତଥ୍ୟ ଆଧାରରେ ହଣ୍ଡୱାଡ଼ା ପୁଲିସ ଓ ସେନାର ନୌଗାମ ବ୍ରିଗେଡ୍ ମିଳିତ ସର୍ଚ୍ଚ ଅପରେସନ କରିଥିଲେ। ସୁରକ୍ଷାକର୍ମୀ ନିରିୟାନ୍‌ ଜଙ୍ଗଲ ଅଞ୍ଚଳରେ ଅପରେସନ...
Read More...

Advertisement