Telugu filmmakers
ମନୋରଞ୍ଜନ 

୧୦୦ କୋଟି ରେସରେ ସାମିଲ ହେଲା ଫିଲ୍ମ ପୁଷ୍ପା

୧୦୦ କୋଟି ରେସରେ ସାମିଲ ହେଲା ଫିଲ୍ମ ପୁଷ୍ପା ମୁମ୍ବାଇ: ଡିସେମ୍ବର ୨୦: ୨୦୨୧ ବର୍ଷ ତେଲୁଗୁ ସିନେ ଜଗତ ପାଇଁ ବେଶ ଲାଭଦାୟକ ରହିଛି। ସାଉଥର ଅନେକ ଫିଲ୍ମ ବକ୍ସ ଅଫିସରେ ଧମାଲ ମଚାଇବା ସହିତ ବିଦେଶ ଦର୍ଶକମାନଙ୍କୁ ମଧ୍ୟ ଆକାର୍ଷିତ କରିଛି। ଚଳିତ ଥର ବଡ ବଜେଟର ଫିଲ୍ମ ଆରଆରଆର ରିଲିଜ୍‌ ହେବା ପୂର୍ବରୁ ସାଉଥ ଷ୍ଟାର ଅଲ୍ଲì ଅର୍ଜୁନ ଓ ରଶ୍ମିକାଙ୍କ ଫିଲ୍ମ ପୁଷ୍ପା: ଦ ରାଇଜ ବକ୍ସ ଅଫିସରେ ବେଶ ଧମାଲ ମଚାଇଥିବା ନଜରକୁ ଆସିଛି। ଫିଲ୍ମ ରିଲିଜର କେବଳ ୨ […]
Read More...

Advertisement