TEJASWI JADAB
ରାଜନୀତି 

ସୋସିଆଲ ମିଡିଆରେ ଖୁବ୍‌ ଟ୍ରୋଲ୍‌ ହେଉଛନ୍ତି ତେଜସ୍ୱୀ

ସୋସିଆଲ ମିଡିଆରେ ଖୁବ୍‌ ଟ୍ରୋଲ୍‌ ହେଉଛନ୍ତି ତେଜସ୍ୱୀ ନୂଆଦିଲ୍ଲୀ: ଜୁଲାଇ ୧୩: ବିହାର ବିଧାନସଭା ଶତାବ୍ଦୀ ସମାପାନ ସମାରୋହରେ ତେଜସ୍ୱୀଙ୍କ ଭାଷଣ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେଜସ୍ୱୀ ଯାଦବ ଯେଉଁଭଳି ଭାବରେ ଲେଖା ହୋଇଥିବା ଭାଷଣ ପଢୁଥିଲେ ତାକୁ ନେଇ ସବୁଠି ଚର୍ଚ୍ଚା । ତେଜସ୍ୱୀ ଯାଦବ ତାଙ୍କ ଭାଷଣ ସମୟରେ ବାରମ୍ବାର ଅଟକି ଯାଉଥିଲେ । ଏହାସହ କାର୍ଯ୍ୟକ୍ରମ ଶେଷରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ମଞ୍ଚରେ ଉପସ୍ଥିତ ଥିବା ଅନ୍ୟ ନେତା ପ୍ରଧାନମନ୍ତ୍ରୀଙ୍କୁ ବିଦାୟ ଦେଇଥିଲେ । ଏହି […]
Read More...

Advertisement