tarak mehta ka ulta chasma coming with animates version
ମନୋରଞ୍ଜନ 

ଆନିମେଟେଡ୍‌ ଭର୍ସନରେ ଆସୁଛି ତାରକ ମେହେତା କା ଉଲଟା ଚଷମା

ଆନିମେଟେଡ୍‌ ଭର୍ସନରେ ଆସୁଛି ତାରକ ମେହେତା କା ଉଲଟା ଚଷମା ମୁମ୍ବାଇ: ମଇ ୧୮: ଟେଲି ଦୁନିଆର ସବୁଠାରୁ ଲୋକପ୍ରିୟ ଟିଭି ଶୋ ତାରକ ମେହେତା କା ଓଲଟା ଚଷମା । ଏହି ଶୋ ୧୩ ବର୍ଷରୁ ଅଧିକ ସମୟ ଧରି ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛି । ଏହି ଶୋ ପ୍ରତି ଘରେ ଘରେ ପରିଚିତ । ଏହାର ଚରିତ୍ର ଗୁଡ଼ିକ ମଧ୍ୟରେ ଜେଟାଲାଲ୍‌, ଦୟାବେନ୍‌, ବବିତା ଜୀ ଖୁବ୍‌ ଲୋକପ୍ରିୟ । ଦୀର୍ଘ ଦିନ ଧରି ଶୋଦ ପାଇଁ ନୂଆ ଦୟାବେନ୍‌ ଖୋଜା ହୋଇଥିଲେ ମଧ୍ୟ ମିଳି […]
Read More...

Advertisement