tapaswini father in law leave the house after tapasini's entry
ଜିଲ୍ଲା 

ତପସ୍ୱିନୀଙ୍କ ଏଣ୍ଟ୍ରି ପରେ ଘର ଛାଡିଲେ ଶ୍ୱଶୁର

ତପସ୍ୱିନୀଙ୍କ ଏଣ୍ଟ୍ରି ପରେ ଘର ଛାଡିଲେ ଶ୍ୱଶୁର ଭୁବନେଶ୍ୱର: ଜାନୁଆରୀ ୦୭: ବହୁ ଚର୍ଚ୍ଚିତ ତପସ୍ୱିନୀ ଓ ଡାକ୍ତର ସୁମିତଙ୍କ ଘରୋଇ ବିବାଦ ବର୍ତ୍ତମାନ ସାରା ରାଜ୍ୟରେ ଏକ ପ୍ରକାର ଚହଳ ସୃଷ୍ଟି କରିଛି। ତେବେ ଗତକାଲି କୋର୍ଟଙ୍କ ନିର୍ଦ୍ଦେଶ ଓ ହାଇଡ୍ରାମା ଭିତରେ ଶ୍ୱଶୁର ଘରକୁ ଏଣ୍ଟ୍ରି କରିଥିଲେ ତପସ୍ୱିନୀ। ହେଲେ ଏହ।ର କିଛି ଘଣ୍ଟ। ପରେ ଘରୁ ବ।ହ।ରି ଯ।ଇଥିଲେ ଶ୍ୱଶୁର ପ୍ରମୋଦ ସ।ହୁ। ଗତକ।ଲି ପ୍ରଶ।ସନିକ ଅଧିକ।ରୀ ତ।ଙ୍କ ଅନିଚ୍ଛ। ସତ୍ତ୍ୱେ ତପସ୍ୱିନୀଙ୍କୁ ଘର ଭିତରେ ପ୍ରବେଶ କର।ଇଥିଲେ । କୋର୍ଟଙ୍କ […]
Read More...

Advertisement