ତପସ୍ୱିନୀଙ୍କ ଏଣ୍ଟ୍ରି ପରେ ଘର ଛାଡିଲେ ଶ୍ୱଶୁର

ଭୁବନେଶ୍ୱର: ଜାନୁଆରୀ ୦୭: ବହୁ ଚର୍ଚ୍ଚିତ ତପସ୍ୱିନୀ ଓ ଡାକ୍ତର ସୁମିତଙ୍କ ଘରୋଇ ବିବାଦ ବର୍ତ୍ତମାନ ସାରା ରାଜ୍ୟରେ ଏକ ପ୍ରକାର ଚହଳ ସୃଷ୍ଟି କରିଛି। ତେବେ ଗତକାଲି କୋର୍ଟଙ୍କ ନିର୍ଦ୍ଦେଶ ଓ ହାଇଡ୍ରାମା ଭିତରେ ଶ୍ୱଶୁର ଘରକୁ ଏଣ୍ଟ୍ରି କରିଥିଲେ ତପସ୍ୱିନୀ। ହେଲେ ଏହ।ର କିଛି ଘଣ୍ଟ। ପରେ ଘରୁ ବ।ହ।ରି ଯ।ଇଥିଲେ ଶ୍ୱଶୁର ପ୍ରମୋଦ ସ।ହୁ। ଗତକ।ଲି ପ୍ରଶ।ସନିକ ଅଧିକ।ରୀ ତ।ଙ୍କ ଅନିଚ୍ଛ। ସତ୍ତ୍ୱେ ତପସ୍ୱିନୀଙ୍କୁ ଘର ଭିତରେ ପ୍ରବେଶ କର।ଇଥିଲେ । କୋର୍ଟଙ୍କ […]

Samaya Live Picture
Published On

ଭୁବନେଶ୍ୱର: ଜାନୁଆରୀ ୦୭: ବହୁ ଚର୍ଚ୍ଚିତ ତପସ୍ୱିନୀ ଓ ଡାକ୍ତର ସୁମିତଙ୍କ ଘରୋଇ ବିବାଦ ବର୍ତ୍ତମାନ ସାରା ରାଜ୍ୟରେ ଏକ ପ୍ରକାର ଚହଳ ସୃଷ୍ଟି କରିଛି। ତେବେ ଗତକାଲି କୋର୍ଟଙ୍କ ନିର୍ଦ୍ଦେଶ ଓ ହାଇଡ୍ରାମା ଭିତରେ ଶ୍ୱଶୁର ଘରକୁ ଏଣ୍ଟ୍ରି କରିଥିଲେ ତପସ୍ୱିନୀ। ହେଲେ ଏହ।ର କିଛି ଘଣ୍ଟ। ପରେ ଘରୁ ବ।ହ।ରି ଯ।ଇଥିଲେ ଶ୍ୱଶୁର ପ୍ରମୋଦ ସ।ହୁ। ଗତକ।ଲି ପ୍ରଶ।ସନିକ ଅଧିକ।ରୀ ତ।ଙ୍କ ଅନିଚ୍ଛ। ସତ୍ତ୍ୱେ ତପସ୍ୱିନୀଙ୍କୁ ଘର ଭିତରେ ପ୍ରବେଶ କର।ଇଥିଲେ । କୋର୍ଟଙ୍କ ର।ୟରେ ଦ୍ୱନ୍ଦ୍ୱ ରହିଛି, ତଥ।ପି ବିନ। ଅନୁମତିରେ ତପସ୍ୱିନୀ ଘରକୁ ଆସିଥିବ।ରୁ ସେ ନିଜକୁ ସୁରକ୍ଷିତ ମଣୁ ନ।ହ।ନ୍ତି ବୋଲି କହିଛନ୍ତି ଶ୍ୱଶୁର ।
କ।ରଣ ତାଙ୍କ ଶ୍ୱଶୁରଙ୍କ କହିବା କଥା ଅତୀତରେ ମୋ ବୋହୂ ମୋ ନ।ଁରେ ଓ ପରିବ।ର ନ।ଁରେ ମିଥ୍ୟ। ଅଭିଯୋଗ ଆଣିଥିଲେ। ତେଣୁ ଘରେ ରହିବ। ପ।ଇଁ ମୁଁ ସୁରକ୍ଷିତ ମଣିଲି ନାହିଁ। ଆଉ ସେଥିପାଇଁ ମୁଁ ରାତିରେ ଘର ଛାଡି ପଳେଇ ଆସିଲି। ତେବେ ଏପରି ହାଇ ଡ୍ରାମା ଭିତରେ କଣ ରହିବ ତପସ୍ୱିନୀଙ୍କ ପରବର୍ତ୍ତି ପଦକ୍ଷେପ ତାରି ଉପରେ ସମସ୍ତଙ୍କ ନଜର।