Tanisha Crasto
ଖେଳ 

ତାଇପେଇ ଓପନ: ହାରିଗଲେ କାଶ୍ୟପ, ତନିଶା

ତାଇପେଇ ଓପନ: ହାରିଗଲେ କାଶ୍ୟପ, ତନିଶା ତାଇପେଇ : ପାରୁପଲ୍ଲୀ କାଶ୍ୟପ ଓ ତନିଶା କ୍ରାଷ୍ଟୋଙ୍କୁ ପରାଜୟ ସହ ତାଇପେଇ ଓପନ ବ୍ୟାଡ଼ମିଣ୍ଟନରୁ ଭାରତୀୟଙ୍କ ଅଭିଯାନ ଶେଷ ହୋଇଛି । ଶୁକ୍ରବାର ଅନୁଷ୍ଠିତ କ୍ୱାର୍ଟରଫାଇନାଲ ମୁକାବିଲାରେ ତୃତୀୟ ସିଡ କାଶ୍ୟପ ୧୨-୨୧, ୨୧-୧୨, ୧୭-୨୧ ଗେମ୍‌ରେ ମାଲେସିଆର ସଙ୍ଗ ଜୋ ଭେନ୍‌ଙ୍କ ଠାରୁ ହାରିଯାଇଥିଲେ । ଉଭୟଙ୍କ ମଧ୍ୟରେ ୫୫ ମିନିଟର କଡ଼ା ସଂଘର୍ଷ ହୋଇଥିଲା । ତନିଶା ଉଭୟ ମିକ୍ସଡ ଓ ମହିଳା ଡବଲ୍ସରେ ହାରି ଯାଇଛନ୍ତି । ମିକ୍ସଡ ଡବଲ୍ସ କ୍ୱାର୍ଟରଫାଇନାଲରେ […]
Read More...

Advertisement