T-Series Present
ମନୋରଞ୍ଜନ 

ମିଷ୍ଟର ମମ୍ମି ସ।ଜିବେ ରିତେଶ

ମିଷ୍ଟର ମମ୍ମି ସ।ଜିବେ ରିତେଶ ମୁମ୍ବ।ଇ: ଫେବ୍‌ୃଆରୀ ୦୫: ମିଷ୍ଟର ମମ୍ମି ସ।ଜିବେ ରିତେଶ। ଯ।ହ।ର ଫଟୋ ଏବେ ସ।ମ୍ନ।କୁ ଆସିଛି। ଏହି ଫଟୋକୁ ଉଭୟ ସ୍ୱ।ମୀ-ସ୍ତ୍ରୀ ନିଜ ଇନ୍ଷ୍ଟ।ଗ୍ର।ମ ଆକ।ଉଣ୍ଟରେ ସେଆର କରିଛନ୍ତି। ଅପକମିଂ ଫିଲ୍ମ ମିଷ୍ଟର ମମ୍ମିର ପୋଷ୍ଟର ବର୍ତ୍ତମାନ ରିଲିଜ ହୋଇଛି । ଏଥିରେ ରିତେଶଙ୍କୁ କିଛି ଏଭଳି ଅବତ।ରରେ ଦେଖିବ।କୁ ମିଳିଛି, ଯେଉଁଥିରେ ସେ ଗର୍ଭବତୀ ଅଛନ୍ତି। ତ।ଙ୍କ ସହ ଜେନେଲିଆ ଦେଶମୁଖ ମଧ୍ୟ ପ୍ରେଗ୍ନେଣ୍ଟ ନଜର ଆସିଛନ୍ତି। ଟି-ସିରିଜ ବ୍ୟ।ନର ପ୍ରସ୍ତୁତ ଏହି ଫିଲ୍ମରେ କମେଡି, […]
Read More...

Advertisement