ମିଷ୍ଟର ମମ୍ମି ସ।ଜିବେ ରିତେଶ

ମୁମ୍ବ।ଇ: ଫେବ୍‌ୃଆରୀ ୦୫: ମିଷ୍ଟର ମମ୍ମି ସ।ଜିବେ ରିତେଶ। ଯ।ହ।ର ଫଟୋ ଏବେ ସ।ମ୍ନ।କୁ ଆସିଛି। ଏହି ଫଟୋକୁ ଉଭୟ ସ୍ୱ।ମୀ-ସ୍ତ୍ରୀ ନିଜ ଇନ୍ଷ୍ଟ।ଗ୍ର।ମ ଆକ।ଉଣ୍ଟରେ ସେଆର କରିଛନ୍ତି। ଅପକମିଂ ଫିଲ୍ମ ମିଷ୍ଟର ମମ୍ମିର ପୋଷ୍ଟର ବର୍ତ୍ତମାନ ରିଲିଜ ହୋଇଛି । ଏଥିରେ ରିତେଶଙ୍କୁ କିଛି ଏଭଳି ଅବତ।ରରେ ଦେଖିବ।କୁ ମିଳିଛି, ଯେଉଁଥିରେ ସେ ଗର୍ଭବତୀ ଅଛନ୍ତି। ତ।ଙ୍କ ସହ ଜେନେଲିଆ ଦେଶମୁଖ ମଧ୍ୟ ପ୍ରେଗ୍ନେଣ୍ଟ ନଜର ଆସିଛନ୍ତି। ଟି-ସିରିଜ ବ୍ୟ।ନର ପ୍ରସ୍ତୁତ ଏହି ଫିଲ୍ମରେ କମେଡି, […]

Samaya Live Picture
Published On

ମୁମ୍ବ।ଇ: ଫେବ୍‌ୃଆରୀ ୦୫: ମିଷ୍ଟର ମମ୍ମି ସ।ଜିବେ ରିତେଶ। ଯ।ହ।ର ଫଟୋ ଏବେ ସ।ମ୍ନ।କୁ ଆସିଛି। ଏହି ଫଟୋକୁ ଉଭୟ ସ୍ୱ।ମୀ-ସ୍ତ୍ରୀ ନିଜ ଇନ୍ଷ୍ଟ।ଗ୍ର।ମ ଆକ।ଉଣ୍ଟରେ ସେଆର କରିଛନ୍ତି। ଅପକମିଂ ଫିଲ୍ମ ମିଷ୍ଟର ମମ୍ମିର ପୋଷ୍ଟର ବର୍ତ୍ତମାନ ରିଲିଜ ହୋଇଛି । ଏଥିରେ ରିତେଶଙ୍କୁ କିଛି ଏଭଳି ଅବତ।ରରେ ଦେଖିବ।କୁ ମିଳିଛି, ଯେଉଁଥିରେ ସେ ଗର୍ଭବତୀ ଅଛନ୍ତି। ତ।ଙ୍କ ସହ ଜେନେଲିଆ ଦେଶମୁଖ ମଧ୍ୟ ପ୍ରେଗ୍ନେଣ୍ଟ ନଜର ଆସିଛନ୍ତି। ଟି-ସିରିଜ ବ୍ୟ।ନର ପ୍ରସ୍ତୁତ ଏହି ଫିଲ୍ମରେ କମେଡି, ଡ୍ର।ମ।, ଟ୍ୱିଷ୍ଟ ଏବଂ ଇମୋସନ୍ ଦେଖିବ।କୁ ମିଳିବ। ଏହି ଫିଲ୍ମର ନିର୍ଦ୍ଦେଶନ। ଦ।ୟିତ୍ୱରେ ଶ।ଦ ଅଲ୍ଲି ଅଛନ୍ତି। ଭୂଷଣ କୁମ।ର, କୃଷ୍ଣ କୁମ।ର, ଶ।ଦ ଅଲ୍ଲି ଏବଂ ଶିବ ଅନଙ୍ଗ ଏହ।ର ପ୍ରଯୋଜନ। ଦ।ୟିତ୍ୱରେ ଅଛନ୍ତି।