Sushant Singh Rajput
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ଶୋଭିକ ଚକ୍ରବର୍ତ୍ତୀଙ୍କ ଉଫରେ ପୁଣି ମାମଲା
Published On
By Samaya Live
ନୂଆଦିଲ୍ଲୀ: ଜୁନ ୨୩: ଏବେ ପୁଣି ସକ୍ରିୟ ହେଲା ନାର୍କୋଟିକ୍ ବ୍ୟୁରୋ । ବଲିଉଡର ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ଏନସିବି ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ଶୋଭିକ ଚକ୍ରବର୍ତ୍ତୀ ଓ ଅନ୍ୟମାନଙ୍କ ବିରୋଧରେ ମାମଲା ଦାଖଲ କରି କୋର୍ଟ ଚାଲାଣ କରିଥିଲା । ଯେଉଁଥିପାଇଁ ପରବର୍ତ୍ତୀ ଶୁଣାଣି ୧୨ ଜୁଲାଇ ୨୦୨୨ରେ ହେବ । ତେବେ କୋର୍ଟ ରିୟାଙ୍କ ବିରୋଧରେ ମାମଲା ରୁଜୁ କରି ନାହାଁନ୍ତି । ସ୍ୱତନ୍ତ୍ର ପବ୍ଲିକ […]
ଏଣିକି ପାଳନ ହେବ ସୁଶାନ୍ତ ମୁନ୍ ଡେ
Published On
By Samaya Live
ମୁମ୍ବାଇ: ମାର୍ଚ୍ଚ ୧୧: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ତାଙ୍କ ମୃତୁ୍ୟ ପରେ ମିଳିଛି ବର୍ଥଡେ ଗିଫ୍ଟ। ଏଣିକି ସୁଶାନ୍ତଙ୍କ ଜନ୍ମଦିନକ ସୁଶାନ୍ତ ମୁନ୍ ଡେ ରୂପେ ପାଳନ କରାଯିବ। ମୃତ୍ୟୁ ପରେବି ସୁଶାନ୍ତଙ୍କୁ ଏପରି ଗିଫ୍ଟ ଦେଇଛି ଯୁକ୍ତରାଷ୍ଟ୍ର ଆମେରିକାର ଲୁନର ସୋସାଇଟି। ଅନ୍ତରୀକ୍ଷ ପ୍ରତି ସୁଶାନ୍ତଙ୍କ ଭଲ ପାଇବାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଛି । ସେ ଗ୍ରହ ନକ୍ଷତ୍ରଙ୍କ ବିଷୟରେ ବହୁ ବହି ପଢ଼ୁଥିବା ବେଳେ ଜହ୍ନରେ ଜାଗାବି କିଣିଥିଲେ। […]
ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତୀ ଙ୍କ ଟ୍ୱଇଟ
Published On
By Samaya Live
ମୁମ୍ବାଇ: ଅଗଷ୍ଟ ୨୮: ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତୀ ଶୁକ୍ରବାର ଦିନ ସକାଳେ ଏକ ଟ୍ୱିଟ୍ କରି ରିୟା ଚକ୍ରବର୍ତ୍ତୀଙ୍କୁ କଡ଼ା ସମାଲୋଚନା କରିଥିଲେ। ଶ୍ୱେତା ଙ୍କ କହିବା କଥା ଯେ, ତାଙ୍କ ସ୍ୱର୍ଗତ ଭାଇଙ୍କ ଗର୍ଲଫ୍ରେଣ୍ଡ ରିୟା ଜାତୀୟ ଗଣମାଧ୍ୟମରେ ଯାହା କହିଛନ୍ତି ତାହା ତାଙ୍କର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛି I ” ତୁମର ଏତେ ସାହସ…ତୁମେ ନାସନାଲ ମିଡିଆକୁ ଆସି ମୋ ପବିତ୍ର ଭାଇ ର ମୃତ୍ୟୁ […]
ରିୟା-ମୋହନ ଉପାଖ୍ୟାନ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୧୭ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅପମୃତୁ୍ୟ ମାମଲାରେ ଆଧ୍ୟାତ୍ମିକ ଗୁରୁ ମୋହନ ସଦାଶିବ ଜୋଶିଙ୍କ ବିବୃତି ସାମ୍ନାକୁ ଆସିଛି । ସୁଶାନ୍ତ ଡିପ୍ରେସନ୍ରେ ଥିବା ୨୦୧୯ରେ ରିୟା ଚକ୍ରବର୍ତ୍ତୀ ତାଙ୍କୁ କହିଥିଲେ । ମୋହନ କହିଛନ୍ତି, ୨୨ ଓ ୨୩ ନଭେମ୍ବରରେ ଦୁଇଦିନ ମୁଁ ସୁଶାନ୍ତଙ୍କୁ କର୍ନର-ଷ୍ଟୋନ୍ ରେସିଡେନ୍ସରେ ଦେଖା କରିଥିଲି । ପ୍ରଥମ ଦିନ ମୁଁ ତାଙ୍କୁ ଆଶୀର୍ବାଦ ଦେଇଥିଲି । ଦ୍ୱିତୀୟ ଦିନ ରିୟା ମୋତେ ଫୋନ୍ କରି କହିଲେ […]
ଅଭିନେତା ସୁଶାନ୍ତ ଙ୍କ ଭଉଣୀ ଶ୍ଵେତା ପ୍ରଧାନ ମନ୍ତ୍ରୀ ଙ୍କ ପାଖକୁ ଚିଠି ଲେଖିଲେ
Published On
By Samaya Live
ମୁମ୍ବାଇ : ଅଗଷ୍ଟ ୦୧: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଚାଲିଥିବା ବେଳେ, ପ୍ରମାଣ ସବୁକୁ ନଷ୍ଟ କରିବା ନେଇ ସମ୍ଭାବନା ଥିବାରୁ, ସୁଶାନ୍ତ ଙ୍କ ଭଉଣୀ ଶ୍ଵେତା ସିଂ କୀର୍ତ୍ତୀ ଶନିବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଖୋଲା ଚିଠି ଲେଖି ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ତାଙ୍କ ଚିଠିରେ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ସୁଶାନ୍ତଙ୍କ ବଲିଉଡରେ ଗଡଫାଦର ନାହାନ୍ତି ଏବଂ ସେହିଭଳି ତାଙ୍କ ପରିବାର ରେ […]
ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ ଆତ୍ମହତ୍ୟା ସହ ଜଡିତ ୧୫ କୋଟି ଟଙ୍କା ର କାରବାର କୁ ନେଇ ମନି ଲଣ୍ଡରିଂ ମାମଲା ଦାଖଲ କଲେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ
Published On
By Samaya Live
ମୁମ୍ବାଇ : ଜୁଲାଇ ୩୧: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଜଡିତ 15 କୋଟି ଟଙ୍କା ମୂଲ୍ୟର କାରବାର ଉପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମାମଲା ରୁଜୁ କରିଛି। ଇଡି ର ଏକ ବିଶେଷ ସୂତ୍ରରୁ ପ୍ରକାଶ ଯେ’ ଇଡି ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA), 2002 ଅଧୀନରେ ଏକ ଅପରାଧିକ ମାମଲା ରୁଜୁ କରିଛି। ସୁଶାନ୍ତ ସିଂ ରାଜପୁତଙ୍କ ପିତା କେ.କେ.ସିଂ ବିହାର ପୋଲିସ ଷ୍ଟେସନ ରେ ଅଭିନେତ୍ରୀ ରିୟା […]
ରିଆ ଚକ୍ରବର୍ତ୍ତୀ ତାଙ୍କୁ ହଇରାଣ କରିବା କଥା ସୁଶାନ୍ତ ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଙ୍କୁ କହିଥିଲେ !
Published On
By Samaya Live
ମୁମ୍ବାଇ : ଜୁଲାଇ ୩୦: ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ବିହାର ପୋଲିସକୁ ସୂଚନା ଦେଇଥଲେ ଯେ ରିୟା ଚକ୍ରବର୍ତ୍ତୀ ତାଙ୍କୁ ହଇରାଣ କରିଥିଲେ ବୋଲି ସୁଶାନ୍ତ ଖୁବ ଦୁଃଖ ପ୍ରକାଶ କରୁଥିଲେ I ଅଙ୍କିତା ପାଟନାରେ ସୁଶାନ୍ତଙ୍କ ପରିବାରକୁ ଦେଖା କରିଥିବା ସମୟ ରେ ଏହା କହିଥିଲେ ବୋଲି News 18.com ରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ୱେବସାଇଟ୍ ଅନୁଯାୟୀ, ଅଙ୍କିତା ପୋଲିସକୁ କହିଛନ୍ତି ଯେ 2019 ରେ […]
ଫିଲ୍ମ ‘ଦିଲ ବେଚାରା’ ରେ ସୁଶାନ୍ତଙ୍କ ସହ ଅଭିନୟ କରିଥିବା ସଞ୍ଜନା Goodbye କଲେ ମୁମ୍ବାଇ କୁ !
Published On
By Samaya Live
ମୁମ୍ବାଇ: ଜୁଲାଇ ୦୧: ଫିଲ୍ମ ‘ଦିଲ ବେଚାରା’ ରେ ସୁଶାନ୍ତ ସିଂ ରାଜପୁତ ଙ୍କ ସହ ଅଭିନୟ କରିଥିବା ସଞ୍ଜନା ସାଙ୍ଗଭୀ ଙ୍କୁ ମୁମ୍ବାଇ ପୋଲିସ ପ୍ରାୟ ୭ ଘଣ୍ଟା ଧରି ବିଭିନ୍ନ ପ୍ରଶ୍ନ ପଚାରିଥିଲା I ସେଥିପାଈଁ, ସଞ୍ଜନା ଙ୍କୁ ଦିଲ୍ଲୀ ରୁ ମୁମ୍ବାଇ କୁ ଯିବାକୁ ପଡିଥିଲା I ତେବେ ମୁମ୍ବାଇ ଛାଡିବା ପୂର୍ବରୁ, ସେ Instagram ରେ ଗୋଟିଏ message ପୋଷ୍ଟ କରିଛନ୍ତି I ପୋଷ୍ଟ ରେ ଲେଖିଛନ୍ତି, ‘Goodbye ମୁମ୍ବାଇ ! […]
ଅଭିନେତା ସୁଶାନ୍ତଙ୍କ ଭଉଣୀଙ୍କୁ ପୋଲିସର ଜେରା; ୬ମାସ ହେଲା ଡିପ୍ରେସନରେ ଥିଲେ
Published On
By Samaya Live
ଭୁବନେଶ୍ୱର : ଜୁନ ୧୫:ଆତ୍ମହତ୍ୟା କରିଥିବା ବଲିଉଡର ପ୍ରଖ୍ୟାତ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ଉଭଣୀଙ୍କୁ ପଚରାଉଚରା କରିଛି ପୋଲିସ । ସୁଶାନ୍ତ ଗତ କିଛିମାସ ହେଲା ଅବସାଦଗ୍ରସ୍ତ ଥିଲେ । ଗତ ୬ମାସ ହେଲା ତାଙ୍କର ଚିକିତ୍ସା ଚାଲିଥିଲା ହେଲେ ଗତ କିଛି ଦିନ ହେଲା ସେ ନିୟମିତ ଭାବେ ଔଷଧ ସେବନ କରୁନଥିଲେ ବୋଲି ତାଙ୍କ ଭଉଣୀ କହିଛନ୍ତି । ସୁଶାନ୍ତ କ୍ଲିନିକାଲ ଡିପ୍ରେସନର ଶିକାର ହୋଇଥିବା ଜଣାପଡିଛି । ସୁଶାନ୍ତଙ୍କର କୌଣସି ଆର୍ଥିକ […]
ବଲିଉଡରେ ହଇଚଇ; ଆତ୍ମହତ୍ୟା କଲେ ଅଭିନେତା ସୁଶାନ୍ତ ସିଂ ରାଜପୁତ
Published On
By Samaya Live
ଭୁବନେଶ୍ୱର : ଜୁନ ୧୪:ପ୍ରଖ୍ୟାତ ଅଭିନେତା ସୁସାନ୍ତ ସିଂ ରାଜପୁତଙ୍କ ମୃତୁ୍ୟ ଘଟିଛି । ମୁମ୍ବାଇ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ସେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଖବର ମିଳିଛି । ରାଜପୁତଙ୍କ ଏଭଳି ଆକଷ୍ମିକ ମୃତୁ୍ୟ ସମଗ୍ର ବଲିଉଡ୍ରେ ହଇଚଇ ସୃଷ୍ଟି କରିଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହିତ ଟ୍ୱିଟ୍ ଯୋଗେ କହିଛନ୍ତି ଯେ, ରାଜପୁତଙ୍କ ଭଳି ଜଣେ ଉଦିୟମାନ ଯୁବ ତାରକାଙ୍କ ଆତ୍ମହତ୍ୟା ଖବର […]

