Suryakiran Air Show will be held in Puri today
ଓଡ଼ିଶା 

ଆଜି ପୁରୀରେ ହେବ ସୂର୍ଯ୍ୟକିରଣ ଏୟାର ଶୋ

ଆଜି ପୁରୀରେ ହେବ ସୂର୍ଯ୍ୟକିରଣ ଏୟାର ଶୋ ପୁରୀ : ପାଣିପାଗ ଅବସ୍ଥାକୁ ଦୃଷ୍ଟିରେ ରଖି ପୁରୀ ରେ ଅନୁଷ୍ଠିତ ହେବାକୁଥିବା ସୂର୍ଯ୍ୟକିରଣ ଏୟାର ଶୋ ରେ ତାରିଖ ପରିବର୍ତନ କରାଯାଇଛି I ପୂର୍ବରୁ ସେପ୍ଟେମ୍ବର ୧୮ ତାରିଖରେ ହେବାକୁ ଥିବା ଏହି ସୋ’ ସେପ୍ଟେମ୍ବର ୧୭ ଓ ୧୮ ତାରିଖ, ଦୁଇଦିନ ଧରି ଅନୁଷ୍ଠିତ ହେବ। ପୂର୍ବାହ୍ଣ ୧୦ଟା ୨୦ରୁ ସୋ’ ଆରମ୍ଭ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପ୍ରଦୀପ କୁମାର ସାହୁ କହିଛନ୍ତି । ଆଜି […]
Read More...

Advertisement