Suryabanshi Suraj
ରାଜନୀତି  ଓଡ଼ିଶା 

ଆସନ୍ତା ଧାମନଗର ଉପନିର୍ବାଚରେ ବିଜେପିରୁ ଲଢ଼ିବେ ସୂର୍ଯ୍ୟବଂଶୀ

ଆସନ୍ତା ଧାମନଗର ଉପନିର୍ବାଚରେ ବିଜେପିରୁ ଲଢ଼ିବେ ସୂର୍ଯ୍ୟବଂଶୀ ଭଦ୍ରକ : ଆଗକୁ ଆସୁଥିବା ଧାମନଗର ବିଧାନସଭା ଆସନ ଉପନିର୍ବାଚନରେ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଚୟନ ଅଡ଼ୁଆ ତୁଟିନ ଥିଲା ବେଳେ ବିଜେପି ତାର ଆଗୁଆ ପାର୍ଥୀଙ୍କ ନାମ ଘୋଷଣା କରିଛି । ବିଜେପି ବରିଷ୍ଠ ନେତା ତଥା ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜେପି ତରଫରୁ ପାର୍ଥୀ ଟିକେଟ ପାଇଛନ୍ତି । ତେବେ ଆଉ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବେ […]
Read More...

Advertisement