surname Gargij
ବିଶ୍ବ 

ଦିନକରେ ୧୨ଜଣଙ୍କୁ ଫାଶୀ ଦେଲା ଇରାନ୍‌: ତଥ୍ୟ ଲୁଚାଉଛି ସରକାର

ଦିନକରେ ୧୨ଜଣଙ୍କୁ ଫାଶୀ ଦେଲା ଇରାନ୍‌: ତଥ୍ୟ ଲୁଚାଉଛି ସରକାର ପ୍ୟାରିସ୍‌: ଜୁନ୍‌ ୦୮: ଦିନରେ ଇରାନ୍‌ରେ ୧୨ଙ୍କୁ ଫାଶୀ ଦିଆଯାଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ଜଣେ ମହିଳା ଓ ୧୧ ଜଣ ପୁରୁଷ ରହିଛନ୍ତି । ସେମାନେ ସମସ୍ତେ ବାଲୁଚି ଜାତିର ସଂଖ୍ୟାଲଘୁ ସମ୍ପ୍ରଦାୟର ଅଟନ୍ତି । ଘଟଣାଟି ଗତ ସୋମବାର ଦିନ ଘଟିଥିଲା ବେଳେ ଏହାକୁ ଇରାନ୍‌ ସରକାର ଦବାଇ ଦେବାକୁ ଚାହିୁଁଛନ୍ତି । କିନ୍ତୁ ନର୍‌େୱରେ ଥିବା ‘ଇରାନ୍‌ ମାନବ ଅଧିକାର’ ସଙ୍ଗଠନ ଏହି ଖବରକୁ ସର୍ବସମ୍ମୁଖରେ ପ୍ରକାଶ କରିଛି । […]
Read More...

Advertisement