sunrise and sunset at Talsari
ଜିଲ୍ଲା 

ଆକର୍ଷଣୀୟ ରୂପ ନେବ ଉଦୟପୁର-ତାଳସାରୀ ପର୍ଯ୍ୟଟନସ୍ଥଳୀ ଖର୍ଚ୍ଚ ହେବ ୨୯କୋଟି

ଆକର୍ଷଣୀୟ ରୂପ ନେବ ଉଦୟପୁର-ତାଳସାରୀ ପର୍ଯ୍ୟଟନସ୍ଥଳୀ ଖର୍ଚ୍ଚ ହେବ ୨୯କୋଟି ଭୋଗରାଇ: ବଙ୍ଗୋପସାଗାର କୂଳରେ ଥିବା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଉଦୟପୁର- ତାଳସାରୀ ୨.୭କି.ମି. ବ୍ୟାପ୍ତ ବେଳାଭୂମିର ସୌନ୍ଦର୍ଯ୍ୟକରଣ ନିମନ୍ତେ ଅ+୍ଳ ଭିଡ଼ିଛନ୍ତି ରାଜ୍ୟ ସରକାର । ଭୋଗରାଇ ସୀମାନ୍ତ ପଶ୍ଚିମବଂଗ ରାଜ୍ୟର ଦୀଘାକୁ ସେଠାକାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨ୟ ଗୋଆ ଭାବେO ଗଢିତୋଳିବାକୁ ଘୋଷଣା କରିଥିବା ବେଳେ ଓଡ଼ିଶା ସରକାର ମଧ୍ୟ ଓଡ଼ିଶାର ଏହି ଅନନ୍ୟ ବେଳାଭୂମିକୁ ଅତି ଆକର୍ଷଣୀୟ କରିବାକୁ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଥିନିମନ୍ତେ ରାଜ୍ୟ ସରକାର ଗତ ୨୦୨୦ […]
Read More...

Advertisement