SUNNY LION
ମନୋରଞ୍ଜନ 

ଠକାମୀରେ ପଡିଲେ ସନ୍ନି ଲିଓନ

ଠକାମୀରେ ପଡିଲେ ସନ୍ନି ଲିଓନ ମୁମ୍ବାଇ: ଫେବୃଆରୀ ୧୯: ଠକାମୀରେ ପଡିଲେ ଅଭିନେତ୍ରୀ ସନ୍ନି ଲିଓନ। ତାଙ୍କର ପ୍ୟାନ୍ କାର୍ଡ ବ୍ୟବହାର କରି କେହି ଜଣେ ଋଣ ଉଠାଇଥିବା ସେ ଅଭିଯୋଗ କରିଛନ୍ତି।ଏନେଇ ସେ ଟୁଇଟରରେ ସୂଚନା ଦେବା ସହ ଧନୀ ଆପ୍ ବିରୋଧରେ ଅଭିଯୋଗ କରିଥିଲେ।ତାଙ୍କ ଅଜାଣତରେ କେହି ପ୍ୟାନ୍ ନଂ ବ୍ୟବହାର କରି ୨୦୦୦ଟଙ୍କା ଋଣ ନେଇଥିଲେ । ଏହାକୁ ସେ ଟୁଇଟ୍ କରିବା ପରେ ଘଟଣାଟି ବେଶ୍‌ ଭାଇରାଲ ହୋଇଥିଲା । କିଛି ସମୟ ପରେ ସେ ନିଜ […]
Read More...

Advertisement