sunanda seti
ଅପରାଧ 

ଶିଳ୍ପାଙ୍କ ମାଙ୍କ ନାଁରେ ୱାରେଣ୍ଟ ଜାରି

ଶିଳ୍ପାଙ୍କ ମାଙ୍କ ନାଁରେ ୱାରେଣ୍ଟ ଜାରି ନୂଆଦିଲ୍ଳୀ: ମାର୍ଚ୍ଚ ୧୬: ଶିଳ୍ପା ସେଟ୍ଟୀଙ୍କ ପରିବାରରେ ବିବାଦ ଥମିବାର ନାଁ ଧରୁନି। ଶିଳ୍ପା ସେଟ୍ଟୀଙ୍କ ମା ସୁନନ୍ଦା ସେଟ୍ଟୀଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଛି, ଯେଉଁ କାରଣରୁ ତାଙ୍କୁ ଜାମିନଯୁକ୍ତ ଓ୍ଵାରେଣ୍ଟ ଜାରି କରାଯାଇଛି। ତେବେ ଏହି ମାମଲାରେ ଏ ପର୍ଯ୍ୟନ୍ତ ଶିଳ୍ପାଙ୍କ ପରିବାରରୁ କୌଣସି ବୟାନ ସାମ୍ନାକୁ ଆସି ନାହିଁ। ତାଙ୍କ ବିରୋଧରେ ୨୧ ଲକ୍ଷ ଟଙ୍କା ଋଣ ସୁଝି ନପାରିବା ମାମଲାରେ ମୁମ୍ବାଇର ଏକ କୋର୍ଟ ଜାମିନଯୁକ୍ତ ଓ୍ଵାରେଣ୍ଟ ଜାରି କରିଛନ୍ତି। ମେଟ୍ରୋପଲିଟନ୍ […]
Read More...

Advertisement