strike on agnipath yokna
ଜିଲ୍ଲା 

ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ଦେଖା ଦେଇଛି ବିପ୍ଲବ

ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ଦେଖା ଦେଇଛି ବିପ୍ଲବ କଟକ: ଜୁନ ୧୭: ଅଗ୍ନିପଥ ଯୋଜନାକୁ ନେଇ ବଢୁଛି ବିପ୍ଲବ । ଏହି ଯୋଜନାରେ ନିଯୁକ୍ତିର ସର୍ବାଧିକ ବୟସ ସୀମା ୨୧ରୁ ୨୩କୁ ବୃଦ୍ଧି କରାଯାଇ ଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ୩ ସେନା ବାହିନୀରେ ଅଗ୍ନିବୀର ଭାବେ ଯୁବକ ଯୁବତୀଙ୍କୁ ଭର୍ତ୍ତି କରିବା ପାଇଁ ୨ ଦିନ ପୂର୍ବେ ଅଗ୍ନିପଥ ଯୋଜନା ଘୋଷଣା ହୋଇଥିଲା । ତେବେ ଏଥିରେ ୪ ବର୍ଷ ଚାକିରି ଅବଧିକୁ ଦେଶର ବିଭିନ୍ନ ସ୍ଥାନରେ […]
Read More...

Advertisement