Sri Lanka Headline
ବିଶ୍ବ 

ଚଳିତ ସପ୍ତାହ ମଧ୍ୟରେ ଶ୍ରୀଲଙ୍କାରେ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ: ରାଷ୍ଟ୍ରପତି

ଚଳିତ ସପ୍ତାହ ମଧ୍ୟରେ ଶ୍ରୀଲଙ୍କାରେ ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ: ରାଷ୍ଟ୍ରପତି କଲମ୍ବୋ: ମେ ୧୨: ଚଳିତ ସପ୍ତାହ ମଧ୍ୟରେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ ଜଣେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ଦେବାକୁ ଯାଉଛନ୍ତି ବୋଲି ଗତକାଲି ରାତ୍ରିରେ ଘୋଷଣା କରିଛନ୍ତି । ତେବେ ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସମ୍ବିଧାନରେ ସୁଧାର ଆଣିବା ଓ ଗୃହକୁ ଅଧିକ କ୍ଷମତାଶୀଳ କରିବା ପାଇଁ ସେ ଜଣେ ନୂଆ ଯୁବ ସାଂସଦଙ୍କୁ ମଧ୍ୟ ନିଯୁକ୍ତି ହେବ । ଦେଶକୁ ଆଗକୁ ନେବା ପାଇଁ ନୂଆ ପ୍ରଧାନମନ୍ତ୍ରୀଙ୍କୁ ଏକ ସୁଯୋଗ ପ୍ରଦାନ […]
Read More...
ବିଶ୍ବ 

ଶ୍ରୀଲଙ୍କାରେ ଜରୁରିକାଳୀନ ପରିସ୍ଥିତି ପ୍ରତ୍ୟାହାର କଲେ ରାଷ୍ଟ୍ରପତି

ଶ୍ରୀଲଙ୍କାରେ ଜରୁରିକାଳୀନ ପରିସ୍ଥିତି ପ୍ରତ୍ୟାହାର କଲେ ରାଷ୍ଟ୍ରପତି କଲମ୍ବୋ: ଶ୍ରୀଲଙ୍କାରେ ଦେଖାଯାଇଥିବା ଅର୍ଥନୈତିକ ସଙ୍କଟ ଓ ଏହାକୁ ନେଇ ପ୍ରତିବାବଦ କରୁଥିବା ପ୍ରତିବାଦିକାରୀଙ୍କୁ ନଜରରେ ରଖି ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ ପାଞ୍ଚ ଦିନ ପାଇଁ ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ । ଯାହା ଗତ ୫ ତାରିଖରେ ଶେଷ ହୋଇଥାନ୍ତା । ହେଲେ ଏହା ପୂର୍ବରୁ ଗତକାଲି ମଧ୍ୟ ରାତ୍ରିରୁ ହିଁ ରାଷ୍ଟ୍ରପତି ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି କୁ ପ୍ରତ୍ୟାହାର କରି ନେଇଛନ୍ତି । ‘ଆନ୍ତର୍ଜାତିକ ଆର୍ଥିକ ପାଣ୍ଠି’ରୁ ଆର୍ଥିକ ସହୟତା ପାଇବା ଓ […]
Read More...

Advertisement