sreelanka crises
ଜିଲ୍ଲା 

ଆସନ୍ତାକାଲି ଇସ୍ତଫା ଦେବେ ଶ୍ରୀଲଙ୍କା ରାଷ୍ଟ୍ରପତି

ଆସନ୍ତାକାଲି ଇସ୍ତଫା ଦେବେ ଶ୍ରୀଲଙ୍କା ରାଷ୍ଟ୍ରପତି ନୂଆଦିଲ୍ଳୀ: ଜୁଲାଇ ୧୨: ନିଜର ଇସ୍ତଫା ପତ୍ର ଦେବେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ । ଆସନ୍ତାକାଲି ରାଷ୍ଟ୍ରପତି ପଦରୁ ଇସ୍ତଫା ପତ୍ର ବାଚସ୍ପତିଙ୍କ ହାତରେ ଦେଇ ଏକ ସ୍ୱତନ୍ତ୍ର ଘୋଷଣା କରିବାକୁ ଯାଉଛନ୍ତି ଗୋଟାବାୟା । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଇସ୍ତଫା ପରେ ଶ୍ରୀଲଙ୍କାରେ ଉପୁଜିଥିବା ପରିସ୍ଥିତିରେ ପରିବର୍ତ୍ତନ ଆସିପାରେ ବୋଲି ଅନୁମାନ କରାଯାଉଛି । ସୂତ୍ରରୁ ପ୍ରକାଶ ଯେ ଦୁଇ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତିି ଉପୁଜିବାରୁ ୮ ଜଣ ଆନ୍ଦୋଳନକାରୀ କ୍ଷତାକ୍ତ ହୋଇ […]
Read More...

Advertisement