କାହିଁକି ବୈଭବଙ୍କ ବ୍ୟାଟ ଚେକ କଲେ ପାଣ୍ଡ୍ୟା?

କାହିଁକି ବୈଭବଙ୍କ ବ୍ୟାଟ ଚେକ କଲେ ପାଣ୍ଡ୍ୟା?
Samaya Live News Picture
Published On

ଗୌହାଟି ଷ୍ଟାଡିୟମରେ ହାଇଭୋଲଟେଜ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏକ ଚମକôାର ଇନିଂସ ଖେଳିଥିଲାା ବର୍ଷା କାରଣରୁ ମ୍ୟାଚରେ ବାଧାପ୍ରାପ୍ତ ସୃଷ୍ଟି ହୋଇଥିଲା ଏବଂ ଖେଳ ବିଳମ୍ବରେ ଆରମ୍ଭ ହୋଇଥିଲାା ବର୍ଷା କାରଣରୁ ମ୍ୟାଚ ଟି ୨୦ ଓଭର ନ ହୋଇ ୧୧ ଓଭର ଖେଳା ଯାଇଥିଲାା ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ଟସ ଜିତି ବୋଲିଂ କରିବାର ନିଷ୍ପତି ନେଇଥିଲାା ପାଣ୍ଡ୍ୟା ଭାବିଥିଲେ ରାଜସ୍ଥାନ ରୟାଲ୍ସକୁ  କମ ରନରେ ବାନ୍ଧି ରଖିଦେବୋ କିନ୍ତୁ ଜସସ୍ୱୀ ଜୟସ୍ୱାଲ ଓ ବୈଭବ ସୂର୍ଯ୍ୟବଂଶୀ ବ୍ୟାଟର କମାଲ ଦେଖାଇଥିଲୋ ଗୋଟେପଟୁ ଜୟସ୍ୱାଲ ଛକା ଚୈକାର ବର୍ଷା କରୁଥିବାବେଳେ ଅନ୍ୟପଟୁ ବୈଭବଙ୍କ ଚମକôାର ପ୍ରଦର୍ଶନ ଦେଖିବାକୁ ମିଳିଥିଲାା ପରିସ୍ଥିତି ଏମିତି ହୋଇଥିଲା ହଠାତ ଖେଳମଝିରେ ବୈଭବଙ୍କ ବ୍ୟାଟ ଦେଖିବାକୁ ପଂହଚିଗଲେ ପାଣ୍ଡ୍ୟାା କିନ୍ତୁ ଏଠି କଥା ଉଠୁଛି ଜଣେ ୧୫ ବର୍ଷର ବାଳକ ବ୍ୟାଟିଂ କରିବାକୁ ଆସି କ୍ରିକେଟ ଦୁନିଆର ସବୁଠାରୁ ଘାତକ ବୋଲର ଜସପ୍ରୀତ ବୁମରାଙ୍କୁ ଛକା ଚୈକା ମାରି ତାଙ୍କ ବୋଲିଂର ଲୟକୁ ଭାଙ୍ଗି ଦେଇଥିଲୋ ବଡ ବଡ ଦୀଗଜ ବୋଲରଙ୍କୁ ଛକା ଚୈକାମାରି ବୈଭବ ଦେଖାଇଦେଇଥିଲେ କମ ଭି କିସିସେ କମ ନେହିଁ – 
ତେବେ ଏପ୍ରିଲ ୭ ତାରିଖର ରାତି ହୁଏତଃ ବୈଭବଙ୍କ ଜୀବନର ସବୁଠାରୁ ସ୍ମରଣୀୟ ରାତି ହୋଇ ରହିଯିବା  ଏହି ମ୍ୟାଚରେ ବୈଭବ ଆକ୍ରମଣାତ୍ମକ ଭାବେ ବ୍ୟାଟିଂ କରି ମୁମ୍ବାଇର ବୋଲରମାନଙ୍କୁ ଆରମ୍ଭରୁ ହିଁ ଚାପରେ ପକାଇଦେଇଥିଲୋ ସେ କେବଳ ୧୯ଟି ବଲରେ ୩୯ କରି ଦେଇଥିଲୋ ୫ଟି ଛକା ଓ ୧ଟି ଫଳରେ ତାଙ୍କ ଶଟଗୁଡିକର ପାଓାର ଦେଖି ପାଣ୍ଡ୍ୟା ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲୋ ଫଳରେ ପାଣ୍ଡ୍ୟା ବୈଭବଙ୍କ ପାଖକୁ ଗଲେ ଏବଂ ତାଙ୍କ ବ୍ୟାଟକୁ ନିରିଖେଇ ଦେଖିଲୋ ବୈଭବଙ୍କ ବ୍ୟାଟକୁ ଭଲ ଭାବରେ ଯାଂଚ କଲେ ହାର୍ଦ୍ଦିିକା 

ବୈଭବଙ୍କ ବ୍ୟାଟର ତଳ ଅଂଶ ତାର ଡିଜାଇନ ଓଜନକୁ ଭଲ ଭାବରେ ଯାଂଚ କଲୋ  ଟିକେ ଭାରି ଥିଲା ଏବଂ ବ୍ୟାଟ ଯାଂଚ କରିବା ପରେ ପାଣ୍ଡ୍ୟା ଆଶ୍ଚ ର୍ଯ୍ୟ ସହ ଖୁସି ଥିବା ନଜର ଆସିଲୋ କାରଣ ସେ ବୁଝିପାରିଲେ ଯେ, ବୈଭବଙ୍କ ବ୍ୟାଟରେ କିଛି ବିଶେଷତା ରହିଛିା ଯାହା ତାଙ୍କୁ ଏତେ ବଡ ଶଟ୍ ମାରିବାରେ ସାହାର୍ଯ୍ୟ କରୁଛିା 
ତେବେ ଏହି ଘଟଣାଟି ସମସ୍ତିଙ୍କୁ ଏକ ଛୋଟ ଘଟଣା ଲାଗିପାରୋ କିନ୍ତୁ ବୈଭବଙ୍କ ପାଇଁ ଏହା ଏକ ସ୍ମରଣୀୟ ମୂହୁର୍ତ୍ତ ଥିଲାା ।ା କାରଣ ତାଙ୍କ ବ୍ୟାଟକୁ ଧରିଥିଲେ ଜଣେ ବରିଷ୍ଠ ଏବଂ ଅଭିଜ୍ଞ ଖେଳାଳୀା ଯାହା ବୈଭବଙ୍କ ପାଇଁ ଏକ ସ୍ୱପ୍ନ ପରି ଥିଲାା କାରଣ ତାଙ୍କ ବ୍ୟାଟ୍ ଜଣେ ବଡ଼ ଖେଳାଳି ହାତରେ ଥିଲା।

ପାଣ୍ଡ୍ୟା ବ୍ୟାଟ୍ଟି ଯାଞ୍ଚ କରିଥିଲେ କୌଣସି ସନ୍ଦେହରୁ ନୁହେଁ, ବରଂ ଆଗ୍ରହ ଓ ଉତ୍ସୁକତାରୁ—ଏହା ବୁଝିବା ପାଇଁ ଯେ ବୈଭବ କିପରି ଏତେ ପାୱରଫୁଲ୍ ଶଟ୍ ଖେଳୁଛନ୍ତି

Tags: