ଅଭିଶେକ ଶର୍ମାଙ୍କୁ ନେଇ କଣ କହିଲେ ମୋର୍ନେ ମୋର୍କେଲ?

ଅଭିଶେକ ଶର୍ମାଙ୍କୁ ନେଇ କଣ କହିଲେ ମୋର୍ନେ ମୋର୍କେଲ?

ଭାରତ ଦକ୍ଷିଣ ଆଫ୍ରିକା ସୁପର ୮ ସବୁଠାରୁ ବଡ଼ମ୍ୟାଚ୍ ପୂର୍ବରୁ, ଟିମ୍ ଇଣ୍ଡିଆର କୋଚ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ପ୍ଲୋଇଙ୍ଗ ୧୧ ଅଭିଷେକ ଶର୍ମାଙ୍କ ସମେତ ପାଂଚଟି ବଡ କଥା କହିଥିଲୋ ।  ଟିମ୍ ଇଣ୍ଡିଆର ବୋଲିଂ କୋଚ ମୋର୍ନେ ମୋର୍କେଲ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ତାଙ୍କୁ ଏହି ସାମ୍ବାଦିକ ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରାଯାଇଥିଲା। ତାଙ୍କୁ ପ୍ଲେଇଂ ୧୧ ବିଷୟରେ ପ୍ରଶ୍ନ ପଚରାଗଲା। ମୋର୍ନେ ମୋର୍କେଲ ଙ୍କୁ ଟିମ୍ ଇଣ୍ଡିଆର ଓପନର ଅଭିଷେକ ଶର୍ମାଙ୍କ ବିଷୟରେ ଅନେକ ପ୍ରଶ୍ନ ପଚରାଯାଇଥିଲାା କାରଣ ତାଙ୍କୁ ଏହି ମ୍ୟାଚରୁ ବାଦ ଦିଆଯାଇପାରେ ।
ତାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ସୁଯୋଗ ଦିଆଯାଇପାରେ। ସେ ଇଶାନ କିଷାନଙ୍କ ସହ ଓପନିଂ କରିବେ ବୋଲି ଚର୍ଚ୍ଚା ହେଉଥିଲାା ତେଣୁ, ଏହି ବିଷୟରେ ମଧ୍ୟ ଅନେକ ପ୍ରଶ୍ନ ପଚରାଯାଇଥିଲା। ଦଳର ଗଠନ ବିଷୟରେ ପ୍ରଶ୍ନ ପଚରାଯାଇଥିଲା।

ସମ୍ବନ୍ଧିତ ଖବର ୧୦୦ ଗ୍ରାମ ସୁନା ଫେରାଇ ସଚ୍ଚୋଟତା ଦେଖାଇଲେ ଫରିଦାବାଦର ସ୍କ୍ରାପ୍‌ ଡିଲର

ଏହି ସାମ୍ବାଦିକ ସମ୍ମିଳନୀରୁ ପାଞ୍ଚଟି ସବୁଠାରୁ ବଡ଼ କଥା କ'ଣ ଥିଲା? ଚାଲନ୍ତୁ ଜାଣିବାା 
ସବୁଠୁ ପ୍ରଥମ ମୁଦ୍ଦା ଥିଲେ ଅଭିଶେଷ ଶର୍ମାା  ଅଭିଷେକ ଶର୍ମାଙ୍କ ଲଗାତାର ଖରାପ ଫର୍ମକୁ ନେଇ ଅନେକ ପ୍ରଶ୍ନ ପଚରାଗଲା, କି
। ଡ୍ରେସିଂ ରୁମରେ କାହା ସହିତ କିଛି କଥାବାର୍ତ୍ତା ହୋଇଛି କି? ଅଭିଷେକ ଅଫ୍-ସ୍ପିନର ଙ୍କ ବଲରେ କାହିଁକି ଲଗାତାର ଆଉଟ୍ହେଉଛନ୍ତିା   ସେ ପୂର୍ବରୁ ତିନୋଟି ଡକ୍ ଏ ବିଷୟରେ କୋଚଙ୍କ ମତାମତା ମଗାଯାଇଥିଲାାଆପଣ କଣ କହିବାକୁ ଚାହାଁନ୍ତି? ଡ୍ରେସିଂ ରୁମରେ କେଉଁ କଥାବାର୍ତ୍ତା ହୋଇଥିଲା? ମୋର୍ନେ ମୋର୍କେଲ ଏକ ଆଶ୍ଚର୍ୟ୍ୟଜନକ ଉତ୍ତର ଦେଲେ। ସେ କହିଲେ, କିଛି କଥାବାର୍ତା ହୋଇନାହିାଁ  ଆମେ ଧ୍ୟାନ ଦେଇନାହୁଁ କି ଅଭିଶେକ ଶର୍ମା ୦ରେ ଆଉଟ ହେଉଛି କି ନାହିଁ ସେ ଜଣେ ଓାଲର୍ଡ କ୍ଲାସ ଖେଳାଳୀ। ଏହା ଏକ ମ୍ୟାଚ୍, ସେ ମ୍ୟାଚକୁ ମ୍ୟାଚ ଭଳି ଖେଳନ୍ତି । ଯଦି ସେ ଛକା ମାରିବେ ଆମେ ତାଳି ମାରିବୁା ଯଦି ସେ ଆଉଟ୍ ହୁଅନ୍ତି, ତେବେ କିଛି ଅସୁବିଧା ନାହିଁ।କିନ୍ତୁ ସେ ଏପରି ଖେଳନ୍ତି। ତେଣୁ ଆମେ ତାଙ୍କୁ ଫ୍ରି ଛାଡି ଦେଇଛୁ।
 ଏହା ହିଁ ସବୁଠାରୁ ବଡ଼ କଥା। ମୋର୍ନେ ମୋର୍କେଲ କହୁଛନ୍ତି, "ଆମେ ଆଶା କରୁଛୁ ଯେ ସେ ରନ କରିବେ। ସେ ବଡ଼ ମୁହୂର୍ତ୍ତରେ ରନ କରିବେ। ସେ ନେଟରେ ଖୁବ କଷ୍ଟ କରୁଛିା ।"ସେ କଠିନ ପରିଶ୍ରମ କରୁଛନ୍ତି ଏବଂ ଭଲ କରିବେ। ଆମର ଆଶା ଅଛି। 
ଏବଂ ଲଗାତାର ଭାବରେ ଛାଡ଼ୁଥିବା କ୍ୟାଚ୍। ଏହି ଞ୨୦ ବିଶ୍ୱକପ୍ ରେ ଟିମ୍ ଇଣ୍ଡିଆ ଆଠ କିମ୍ବା ନଅଟି କ୍ୟାଚ୍ ଏହି ଟି-୨୦ ଓାଲର୍ଡ କପରେ ଛାଡିଦେଇଛିା ଏହା କାହିଁକି ଘଟୁଛି ଏବଂ ଏହାର ସମାଧାନ କିପରି ହେବ ପଚରାଯିବାରୁ କୋଚ କହିଲେ କି,  "ଆମେ ବହୁତ କଠିନ ପରିଶ୍ରମ କରୁଛୁ। ଆମେ ନିଜର ଫିଲ୍ଡିଂ ଉପରେ ଖୁବ ଧ୍ୟାନ ଦେଉଛୁା ଆମେ ବହୁତ କଠିନ ପରିଶ୍ରମ କରୁଛୁ। ବଡ଼ ଟୁର୍ଣ୍ଣାମେଣ୍ଟ, ବଡ଼ ଫର୍ମାଟ ଏବଂ ସୁପରହିଟ୍ରେ କ୍ୟାଚ୍ ଧରିବା ବହୁତ ଗୁରୁତ୍ୱପୂର୍ଣ୍ଣ।
ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ଯାଉଛି। ଟିମ ଇଣ୍ଡିଆର ପ୍ଲୋୟାରମାନେ ବହୁତ କଠିନ ପରିଶ୍ରମ କରୁଛନ୍ତି। ସେମାନେ ବହୁତ ଝାଳ ବୁହାଇଛନ୍ତି। ସେମାନେ ଅଭ୍ୟାସ କରୁଛନ୍ତି। ମୁଁ ଆଶା କରୁଛି ସେମାନେ ଭଲ କରିବେ।
ଦକ୍ଷିଣ ଆଫ୍ରିକା ସେହି ଦଳ ବିପକ୍ଷରେ ଖେଳିବା ଖୁବ କଷ୍ଟକର ତାକୁ ନେଇ କୋଚଙ୍କର ପ୍ରତିକ୍ରିୟା ମଗାଯାଇଥିଲାା ତାକୁ ନେଇ କୋଚ କହିଲେ,କଣ ଜରୁରୀ ଅଚେ କି ପଡିଆରେ 
ଆମେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକାର ଟପ୍ ଅର୍ଡର ବହୁତ ଭଲ ପ୍ରଦର୍ଶନ କରୁଛି। ସେମାନେ ମଧ୍ୟ ଭଲ ଫର୍ମରେ ଅଛନ୍ତି। ଆମେ ସେମାନଙ୍କ ବିପକ୍ଷରେ ରଣନୀତି ପ୍ରସ୍ତୁତ କରୁଛୁା କେମିତି ତାଙ୍କୁ ଶୀଘ୍ର ଆଉଟ କରିବୁା ।ଆମେ ସେମାନଙ୍କଠାରୁ ଗୋଟିଏ ପାଦ ଆଗରେ ରହିବାକୁ ଚାହୁଁଛୁ ଏବଂ ତାହା ହାସଲ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛୁ। ତା'ପରେ ଶିବମ୍ ଦୁବେ ଅଛନ୍ତି, ଯିଏ ନିରନ୍ତର ତାଙ୍କ ବୋଲିଂରେ ଭଲ ପ୍ରଦର୍ଶନ କରିଆସୁଛନ୍ତି। ଶିବମ୍ ଦୁବେ ହଠାତ୍ ଏତେ ଭଲ ବୋଲିଂ କିପରି ଆରମ୍ଭ କଲେ? ବୋଲି ମଧ୍ୟ ପ୍ରଶ୍ନ କରାଗଲା,
ମୋର୍କେଲ କହିଲେ, " ଏହା ସବୁ ଶିବମ ଦୁବେଙ୍କୁ ବୋଲିଂରେ ଆତ୍ମବିଶ୍ୱାସ ଦେବାର ଫଳାଫଳ। ଆମେ ତାଙ୍କୁ ଜଣେ ବୋଲର ଭାବରେ ଆତ୍ମବିଶ୍ୱାସ ଦେଇଥିଲୁ। ଆମେ ତାଙ୍କୁ ଦୁବାଇରେ ଆତ୍ମବିଶ୍ୱାସ ଦେଇଥିଲୁ।"ତାଙ୍କୁ ବୋଲିଂ ସୁଯୋଗ ଦେଇଥିଲୁ, ଏବଂ ଯେତେବେଳେ ଆପଣ ଜାଣନ୍ତି ଯେ ତାଙ୍କୁ ପରିଚାଳନା ଏବଂ ପ୍ରଶିକ୍ଷକଙ୍କର ପୂର୍ଣ୍ଣ ସମର୍ଥନ ଅଛି, ଏବଂ ପରିଚାଳନା ଏବଂ ପ୍ରଶିକ୍ଷକ ତାଙ୍କ ପଛରେ ଅଛନ୍ତି, ସେଥିପାଇଁ ସେ ଭଲ ଖେଳୁଛନ୍ତିା ତାଙ୍କର କାମ କରିବାର ଆତ୍ମବିଶ୍ୱାସ ଥିଲା, ଯାହା ଆମେ କରିଥିଲୁ।ଶିବମ୍ ଦୁବେ ଚମତ୍କାର ବୋଲିଂ କରୁଛନ୍ତିା ପରେ କୋଚଙ୍କୁ 
 କେତେ ସ୍ପିନର ଖେଳାଯିବେ ବୋଲି ପ୍ରଶ୍ନ ପଚରାଯାଇଥିଲାା  ତାକୁ ନେଇ ମୋର୍ନେ ମୋର୍କେଲ କହିଲେ କି 
ମୋର କାମ ହେଉଛିଙ୍କୁ ତୀକ୍ଷ୍ଣ ଚିନ୍ତାଧାରା ଦେବାା ସେମାନେ ନିରନ୍ତର ସେମାନଙ୍କର ଚିନ୍ତାଧାରା ତୀକ୍ଷ୍ଣ କରୁଛନ୍ତି, ଏବଂ ମୁଁ ତାହା କରୁଛି। 
ଏବଂ ବରୁଣ ଚକ୍ରବର୍ତ୍ତୀ, ଯିଏ ଟିମ୍ ଇଣ୍ଡିଆର ଏକ ଅଂଶ,ମ୍ୟାଚ୍ ବିଜେତା ହୋଇଛି। ସେ କହିଛନ୍ତି ଯେ ସେ ଏପର୍ୟ୍ୟନ୍ତ ବହୁତ ଭଲ କରୁଛନ୍ତି। ସେ ଆମର ପ୍ରିୟ ବ୍ୟକ୍ତି। ମୁଁ କହୁଛି, ଯାହାଙ୍କୁ ଆମେ ଅନ୍ଧ ଭାବରେ ବିଶ୍ୱାସ କରିପାରିବା।ତାଙ୍କ ପାଖରେ ଯେକୌଣସି ସମୟରେ ଖେଳକୁ ବଦଳାଇବାର ପ୍ରତିଭା ଅଛି। ସେ ଅନ୍ୟ ବ୍ୟାଟସମ୍ୟାନଙ୍କ ତୁଳନାରେ ବହୁତ କଠିନ ପରିଶ୍ରମ କରନ୍ତି। ସେ ଅତିରିକ୍ତ ଚତୁର। ତେଣୁ ମୁଁ ଆଶା କରୁଛି ଯେ ସେ ସୁପର ଏଟ୍ ମ୍ୟାଚ୍ରେ ଆମ ପାଇଁ ଭଲ ପ୍ରଦର୍ଶନ କରିବେ।

ସମ୍ବନ୍ଧିତ ଖବର ‘ତୁଗଲକି କମିସନ’ କହି ଇସି ଉପରେ ବର୍ଷି‌ଲେ ମମତା

ଅଭିଷେକ ଶର୍ମାଙ୍କ ଫର୍ମ ସହିତ ପ୍ଲେଇଂ ୧୧ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା, ବରୁଣ ଚକ୍ରବର୍ତ୍ତୀ,ପ୍ରଶିକ୍ଷକ ଟିମ୍ ଇଣ୍ଡିଆର ରଣନୀତି ଏବଂ ଆଫ୍ରିକା ସମେତ ଏହି ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତିା ଟିମ୍ ଇଣ୍ଡିଆ ସଫଳତାର ସହ ପ୍ରଦର୍ଶନ କରୁ, ସୁପର ଲିଗର ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ସେମିଫାଇନାଲର ଟିକିଏ ନିକଟତର ହେଉ

ସମ୍ବନ୍ଧିତ ଖବର ଦିଲ୍ଲୀରେ ହାଇ ଆଲର୍ଟ

Tags: