କମନ୍େୱଲ୍ଥ ଗେମ୍ସ: ଭାରୋତ୍ତୋଳନରେ ବିକାଶଙ୍କୁ ରୌପ୍ୟ
ବର୍ମିଂହାମ : ଭାରୋତ୍ତୋଳନରେ ଭାରତୀୟଙ୍କ ପଦକ ଚମକ ଜାରି ରହିଛି । ପୁରୁଷ ୯୬ କିଗ୍ରା ଓଜନ ବର୍ଗରେ ଭାରତୀୟ ତାରକା ବିକାଶ ଠାକୁର ରୌପ୍ୟ ପଦକ ସଫଳତା ହାସଲ କରିଛନ୍ତି । ବିକାଶଙ୍କ ପଦକ ସଫଳତା ସହ ଭାରତ ମୋଟ ୧୨ଟି ପଦକ ଜିତିଛି । କମନ୍େୱଲ୍ଥ ଗେମ୍ସ ବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୫ମ ଦିନରେ ଭାରତ୍ତୋଳନରେ ବିକାଶ ,ଭାରତୀୟ ମହିଳା ଲନ୍ ବୋଲ୍ସ ଦଳ ଏବଂ ପୁରୁଷ ଟେବୁଲ୍ ଟେନିସ୍ ଖେଳ ହୋଇଥିଲା ।
ବର୍ମିଂହାମ : ଭାରୋତ୍ତୋଳନରେ ଭାରତୀୟଙ୍କ ପଦକ ଚମକ ଜାରି ରହିଛି । ପୁରୁଷ ୯୬ କିଗ୍ରା ଓଜନ ବର୍ଗରେ ଭାରତୀୟ ତାରକା ବିକାଶ ଠାକୁର ରୌପ୍ୟ ପଦକ ସଫଳତା ହାସଲ କରିଛନ୍ତି ।

ବିକାଶଙ୍କ ପଦକ ସଫଳତା ସହ ଭାରତ ମୋଟ ୧୨ଟି ପଦକ ଜିତିଛି ।

କମନ୍େୱଲ୍ଥ ଗେମ୍ସ ବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୫ମ ଦିନରେ ଭାରତ୍ତୋଳନରେ ବିକାଶ ,ଭାରତୀୟ ମହିଳା ଲନ୍ ବୋଲ୍ସ ଦଳ ଏବଂ ପୁରୁଷ ଟେବୁଲ୍ ଟେନିସ୍ ଖେଳ ହୋଇଥିଲା ।




