ଆରମ୍ଭ ହେଲା ଥାର୍ଡ ୱାନଡେ,ବିସିସିଆଇ ନେଲା ବଡ ନିଷ୍ପତି

ଆରମ୍ଭ ହେଲା ଥାର୍ଡ ୱାନଡେ,ବିସିସିଆଇ ନେଲା ବଡ ନିଷ୍ପତି

ନୂଆଦିଲ୍ଲୀ : ଆରମ୍ଭ ହେଲା ଥାର୍ଡ ୱାନଡେ ।  ଟସ ଜିତି ଟିମ ଇଣ୍ଡିଆ କରୁଛି ବୋଲିାଂ । କିନ୍ତୁ ଏହା ଭିତରେ ଏକ ବଡ ପରିବର୍ତନ ଦେଖିବାକୁ ମିଳିଛି । ଦଳରୁ  ଜଣେ ପ୍ଲୋୟାରଙ୍କୁ ବାହାର କରାଯାଇ ଆଉ ଜଣଙ୍କୁ ସାମିଲ କରାଯାଇଛି । କିନ୍ତୁ ରୋହିତଙ୍କୁ ଏକ ବଡ ଦାୟିତ୍ୱ ମିଳିଛି । କରୋ ୟା ମରୋ ଭଳି ମ୍ୟାଚ ପୂର୍ବରୁ ବିସିସିଆଇ ନେଇଛି ବଡ ନିଷ୍ପତି । ଯାହାକୁ ଶୁଣି ଗମ୍ଭୀରଙ୍କ ଉଡିଗଲା ହୋସ I  ଏହାସହ ଜଣେ ଖେଳାଳୀଙ୍କୁ ଟିମ କରାଗଲା ଏବଂ ତାଙ୍କ ବଦଳରେ ଆଉ ୨ ଖେଳାଳୀଙ୍କ ଲାଗିଲା ଲଟେରୀ । ଅଚାନକ ହେଲା ଏଂଟ୍ରି । ଦେଖନ୍ତୁ ଶେଷ ୱାନଡେ ମ୍ୟାଚ ପୂର୍ବରୁ କଣ ନିଷ୍ପତି ନେଇଛି ବିସିସିଆଇ । ଦର୍ଶକବନ୍ଧୁ ଶେଷ ୱାନଡେ ପୂର୍ବରୁ ବିସିସିଆଇ ଏଭଳି କିଛି ନିଷ୍ପତି ନେଇଛି ଯାହାକୁ ନେଇ ପୁରା କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି । ସେକେଣ୍ଡ ୱାନଡେ ଟିମ ଇଣ୍ଡିଆ ହାରିବା ପରେ ବିବିସିଆର ଟିମ ଇଣ୍ଡିଆର କମାଣ୍ଡ ପୂରା ଚେଞ୍ଜ କରିଦେଇଛନ୍ତି । କେଏଲ ରାହୁଲଙ୍କ କ୍ୟାପଟେନସିପ୍ ରେ ରୋହିତଙ୍କୁ ବିସିସିଆଇ ଏକ ବଡ ଦାୟିତ୍ୱ ଦେଇଛି । ଏବେ ରୋହିତ କେବଳ ଜଣେ ସିନିୟର ହୋଇ ନୁହେଁ ବରଂ ଜଣେ ଗୁରୁ ହୋଇ ପଡିଆକୁ ଓଲ୍ଲାଇବ ।  ଆଉ ଏହି ନିଷ୍ପତିକୁ ଶୁଣି ଗୌତମ ଗମ୍ଭୀର ମଧ୍ୟ ଆଶ୍ଚର୍ଯ୍ୟ । ଏହାସହ ଜଣେ ଖେଳାଳୀଙ୍କୁ ଟିମରୁ ମଧ୍ୟ ବାହାର କରି ଦିଆଯାଇଛିା 

Read More ବାରବାଟୀରେ ମ୍ୟାଚ ପାଇଁ କଡା ସୁରକ୍ଷା ବ୍ୟବସ୍ଥା

ଦ୍ୱିତୀୟ ୱାନଡେରେ ଦମଦାର ପ୍ରଦର୍ଶନ ସତ୍ୱେ ଟିମ ଇଣ୍ଡିଆର ପରାଜୟ ହୋଇଥିଲା । ଫଳରେ ବିସିସିଆଇ ଅନୁଭବ କଲା ଯେ, କେଏଲ ରାହୁଲଙ୍କୁ ଜଣେ ଅଭିଜ୍ଞ ଖେଳାଳୀଙ୍କ  ସାଥ ଦରକାରା । ଫଳରେ ବିସିସିଆଇ ଏକ ଐତିହାସିକ ନିଷ୍ପତି ନେଇଛି । ଶେଷ ମ୍ୟାଚରେ କେଏଲ ରାହୁଲଙ୍କ ସହ କ୍ୟାପଟେନସିପ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ ରୋହିତ ଶର୍ମା ।  ସେ ଶେଷ ୱାନଡେ ରେ ମ୍ୟାଚ ଦି ମେଣ୍ଟର ଭାବେ କାମ କରିବ । ଯାହା ଫଳରେ ଏବେ ରୋହିତ ଶର୍ମା କେବଳ କେଏଲ ରାହୁଲଙ୍କୁ ଗାଇଡ କରିବେନି ବରଂ ଟସ, ଫିଲିଂ ଡିଆରଏସରେ ରୋହିତଙ୍କ ମଧ୍ୟ ସମାନ ଭାଗିଦାରୀ ରହିବ ।  ଏହି ନିଷ୍ପତି ଏଥିପାଇଁ ବଡ କାରଣ ଟିମର କୋଚ ଥାଉ ଥାଉ ବିସିସିଆଇ ରୋହିତଙ୍କ ବୁଦ୍ଧି ଓ ରଣନୀତି ଉପରେ ବିଶ୍ୱାସ କରିଛନ୍ତି ।  ଆଉ ଏହି ନିଷ୍ପତିକୁ ଦେଖି ଗୌତମ ଗମ୍ଭୀରଙ୍କ ଉଡିଯାଇଛି ହୋସ । କାହିଁକି ନା ଗମ୍ଭୀର ଭୋଲା ଭାଲା ରାହୁଲଙ୍କୁ ନିଜ ଅଣ୍ଡରରେ ରଖୁଥିଲ । ନିଜ ହିସାବରେ ଗାଇଡ କରୁଥିଲଲେ । କିନ୍ତୁ ଏହି ନିଷ୍ପତି ଆଉ ଜଣଙ୍କ ଉପରେ ଗମ୍ଭୀର ପ୍ରଭାବ ପକେଇଛି ଯାହାଙ୍କ ପାଇଁ ଇଣ୍ଡିଆ ମ୍ୟାଚ ହାରିଛି ବୋଲି ଚର୍ଚ୍ଚା ହେଉଛି ।  ବିସିସିଆଇର ଏହି ନିଷ୍ପତି ପରେ ରୋହିତ ରାହୁଲ ମିଶି ଏକ ବଡ ନିଷ୍ପତି ନେଇଛନ୍ତି । ଜଣେ ଖେଳାଳୀଙ୍କୁ ଟିମ ଇଣ୍ଡିଆରୁ ବାହାର କରାଯାଇଛି ।  କର ବା ମର ମ୍ୟାଚରେ ଫଳରେ ଶେଷ ମ୍ୟାଚରେ ରିକ୍ସ ନିଆ ଯାଇପାରିବନି ।  ଯାହାର ଶିକାର ହୋଇଛନ୍ତି ଅଲରାଉଣ୍ଡର  ଓାସିଟନ ସୁନ୍ଦରା ତାଙ୍କର  ବୋଲିଂ ସହ ବ୍ୟାଟିଂରେ ଦମ ନଥିଲା । ସେଥିପାଇଁ ତାଙ୍କୁ ବସେଇ ଦିଆଯାଇଛି । ୟାଙ୍କ ବାହାରିବା ଫଳରେ ଏହି ଖେଳାଳୀଙ୍କ ଲଟେରୀ  ଲାଗିଯାଇଛି । ଯେଉଁମାନେ କି ଶେଷ ମ୍ୟାଚରେ ଚାରଚାନ୍ଦ ଲଗେଇବ । ରୁତୁରାଜ ଗାଇକ୍ୱାଡଙ୍କ ଜବରଦସ୍ତ ଏଂଟ୍ରି ହୋଇଛି । ଯେକି ରୋହିତଙ୍କ ସହ ମ୍ୟାଚ ଅପନିଂ କରିବ । ଦ୍ୱିତୀୟ ଖତରନାକ ଖେଳାଳୀ ହେଉଛନ୍ତି ତିଲକ ବର୍ମା । ସୁନ୍ଦର ବାହାରିବା ପରେ ତିଲକ ବର୍ମାଙ୍କ ଜବରଦସ୍ତ ଏଂଟ୍ରି ମ୍ୟାଚକୁ ବିଜୟ ପଥରେ ନେଇ ଚାଲିଛି ।

Read More ବାରବାଟୀରେ ପିଚ ଯାଞ୍ଚ କଲେ ବିସିସିଆଇ କ୍ୟୁରେଟର

Tags: