ଗିଲଙ୍କୁ ନେଉ ଉଠିଲା ପ୍ରଶ୍ନ

ଗିଲଙ୍କୁ ନେଉ ଉଠିଲା ପ୍ରଶ୍ନ

ବିସିସିଆଇର ମିଟିଂ ପରେ ବିଭିନ୍ନ କଥା ଶୁଣିବାକୁ ମିଳୁଛିା ଏବଂ ଏହା ଭିତରେ ଗମ୍ଭୀରଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଛିା ଯେଉଁମାନେ ଭଲ ପ୍ରଦର୍ଶନ କରୁନାହାଁନ୍ତି କାହିଁକି ତାଙ୍କୁ ବାରମ୍ବାର ସୁଯୋଗ ଦିଆଯାଉଛିା ପରିସ୍ଥିତି ଏମିତି ହେଲାଣି ବର୍ତମାନ ସୂର୍ଯ୍ୟ କୁମାର ଏବଂ ଗିଲଙ୍କ ଖେଳ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣିା କାହିକିଁ ସୂର୍ଯ୍ୟଙ୍କ  କ୍ୟାପଟେନସିପ ଓ ଉପ ଅଧିନାୟକଙ୍କୁ ସୁଭମନ ଗିଲଙ୍କୁ ନେଇ ଏତେ ପ୍ରଶ୍ନ ଉଠୁଛିା ତେବେ ଏମାନଙ୍କୁ ନେଇ ପ୍ରଶ୍ନ ଉଠିବା ବି ସ୍ୱାଭାବିକ କଥାା ଗତ କିଛି ମ୍ୟାଚକୁ ଯଦି ଆମେ ଦେଖିବା ଉଭୟଙ୍କ ଗେମ ପ୍ଲେକୁ ଦେଖିଲେ ଯିଏ କେହି ବି କ୍ରିକେଟ ପ୍ରେମୀ କହିଦେବେ କଣ ଖେଳୁଛନ୍ତି ଏମାନୋ ସୂର୍ଯ୍ୟ କୁମାର ଯାଦବ ଯେକି କ୍ୟାପଟେନା ତାଙ୍କ ଦମଦାର ପ୍ରଦର୍ଶନ ପାଇଁ ତାଙ୍କୁ ଦେଖିବାକୁ ଫ୍ୟାନ୍ସ ଙ୍କ  ମଧ୍ୟରେ ଉସôାହ ବଢିଯାଏା କିନ୍ତୁ ଗତ କିଛି ମ୍ୟାଚରେ ତାଙ୍କର ପ୍ରଦର୍ଶନୀ ଏତେ ଟା ବି ଭଲ ନଥିଲାା କ୍ୟାପଟେନ ହେବା ପରେ ହିଁ ତାଙ୍କର ଅବସ୍ଥା ଏମିତ ଶୋଚନୀୟ ହୋଇଛିା ଆଉ ଏବେ ଫର୍ମ ରେ ନାହିଁନ୍ତି କ୍ୟାପଟେନ ସୂର୍ଯ୍ୟ କୁମାର ଯାଦବା କ୍ୟାପଟେନ ହେବାକୁ ଯେଉଁ ଦକ୍ଷତା ଆବଶ୍ୟକ ଯେଉଁ ରଣନୀତିର ଆବଶ୍ୟକ ହୁଏତଃ ସୂର୍ଯ୍ୟଙ୍କ ପାଖରେ ନାହିାଁ 
ଏବେ ଆସନ୍ତୁ କଥା ହେବା ସୁଭମନ ଗିଲଙ୍କ ବିଷୟରୋ ଏ ଖେଳାଳୀଙ୍କୁ ଭାରତର ଭବିଷ୍ୟତ ମନାଯାଏା କିନ୍ତୁ ଉପ କ୍ୟାପଟେନ ହେବା ପରେ ତାଙ୍କର ଗେମ ପ୍ଲେ ଦେଖିଲେ ଲାଗୁଛି ଯେ,  ଦାୟିତ୍ୱ ଭାରକୁ ସେ ସମ୍ଭାଳି ପାରୁନାହାଁନ୍ତିା ଗତ କିଛି ମ୍ୟାଚକୁ ଯଦି ଆମେ ଅନୁଧ୍ୟାନ କରିବା ତେବେ ଉପ ଅଧିନାୟକ ସୁଭମନ ଗିଲ ଗତ ୯ଟି ମ୍ୟାଚରେ କିଛି ଭଲ ପ୍ରଦର୍ଶନ କରିନାହାଁନ୍ତିା ସୁଭମନ ଗିଲଙ୍କୁ ଦେଖିଲେ ଏପରି ଲାଗୁଛି ଯେମିତି ତାଙ୍କର ନିଜ ଉପରେ ହିଁ ଭରଷା ନାହିାଁ ଯଦି ଟିମର କ୍ୟାପଟେନ ଏବଂ ଉପ କ୍ୟାପଟେନ ଫର୍ମରେ ନରହିବେ ତେବେ ଟିମ ଇଣ୍ଡିଆର ଅବସ୍ଥା କଣ ହେବ ଏଇଠି ଆପଣମାନେ ଚିନ୍ତା କରନ୍ତୁା ଟିମ ଇଣ୍ଡିଆର ଅବସ୍ଥା କେମିତି ସୁଧୁରିବା ଟିମ ଇଣ୍ଡିଆର ଭବିଷ୍ୟତ କଣ ହେବ ତାକୁ ନେଇ ଏବେ ଗମ୍ଭୀର ଚିନ୍ତାରେ ବିସିସିଆଇା ଏମାନଙ୍କୁ ନେଇ ବିସିସିଆଇ ଏକ ବୌଠକ କରିଛି ବୋଲି ଚର୍ଚ୍ଚା ହେଉଛିା ଆଉ ବୈଠକରେ ମୁଖ୍ୟ ଆଲୋଚନା ଦୁଇ ଜଣଙ୍କୁ ନେଇ ହୋଇଥିଲାା ଜଣେ କ୍ୟାପଟେନ ସୂର୍ଯ୍ୟ କୁମାର ଯାଦବ ଏବଂ ଉପ ଅଧିନାୟକ ସୁଭମନ ଗିଲା କିଛି ରିପୋର୍ଟ ଅନୁଯାୟୀ ଜୟ ଶାହା ନିଜେ ଗମ୍ଭୀରଙ୍କୁ ଫୋନ ଲଗେଇ କିଛି ଏପରି କଥା କହିଥିଲୋ ଆଉ ଯାହା ଆଲୋଚନା ହେଲା ତାକୁ ନେଇ ଏବେ ସବୁଠି ଚର୍ଚ୍ଚାା କାହିଁକି ନା କିଛି ଦିନ ଟିମ ଇଣ୍ଡିଆର କୋଚ ଗୌତମ ଗମ୍ଭୀର ସ୍ୱାଭବରେ ପରିବର୍ତନ ଦେଖାଦେଇଛିା କାହାକୁ ଖେଳାଯିବ, କାହାକୁ ଡ୍ରପ କରାଯିବ, କାହାକୁ ଗୋଟେ ଚାନ୍ସ ଦିଆଯିବ, ଏସବୁ ଡିସିସନ ଗୌତମ ଗମ୍ଭୀର ନେଉଛନ୍ତିା ଅନ୍ୟପଟେ ଖେଳାଳୀଙ୍କ ଉପରେ ଚାପ, ଦରକାରଠୁ  ଅଧିକ ଅନୁଶାସନ, ଅନୁଶାସନ ନାଁରେ ଡ୍ରାମାା , ନିଜ ମନପସନ୍ଦ ଖେଳାଳୀଙ୍କୁ ଅଧିକ ସୁଯୋଗ ଦେବା କେଉଁଠି ନା ନକେଉଁଠି ଗମ୍ଭୀର ଉପରେ ଭାରି ପଡିଯାଇଛିା ଯାହା ଫଳରେ ଟିମ ଇଣ୍ଡିଆର ଏଭଳି ପରିସ୍ଥିତି ବୋଲି ଚର୍ଚ୍ଚା ହେଉଛିା 
ଗମ୍ଭୀରଙ୍କର ମନମାନି ଏବଂ ସୂର୍ଯ୍ୟ କୁମାରଙ୍କ ଖରାପ କ୍ୟାପଟେନସିପ ମିଶି ଟିମକୁ ବରବାଦ କରୁଛନ୍ତି ବୋଲି ଏହି ବୌଠକରେ ଆଲୋଚନା ହେଇଛି ବୋଲି କୁହାଯାଉଛିା ସୂର୍ଯ୍ୟ କୁମାର ଏବଂ ଗିଲଙ୍କୁ ଶେଷ ଚେତାବନୀ ଦିଆଯାଇଛିା ଭଳ ପ୍ରଦର୍ଶନୀ ଦେଖାଅ ନହେଲେ କ୍ୟାପଟେନସିପ ଛାଡା ଏବେ ଚାଲନ୍ତୁ କଥା ହେବା ମୁଖ୍ୟ ଧମାକା ଉପରୋ 
କୁହାଯାଉଛି ବିସିସିଆଇ ଏବେ ନୂଆ କୋଚ ନୂଆ କ୍ୟାପଟେନରେ ଅନୁସନ୍ଧାନରୋ ଏବେ ନାଁ କୋଚ ସୁରକ୍ଷିତ ନା କ୍ୟାପଟେନ ସୁରକ୍ଷିତା କେତେବେଳେ ବି ଏମାନଙ୍କ ପାଖରୁ ସେମାନଙ୍କ ଗାଦି ଚାଲିଯାଇ ପାରୋ ଆଉ ଏହି ସବୁ ବିବାଦ ଭିତରେ ଆଉ ଏକ ନାଁ ସାମ୍ନାକୁ ଆସୁଛିା ସେ ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାା ବିସିସିଆଇ ହାର୍ଦ୍ଦିକଙ୍କୁ ଏବେ ଟିମ ଇଣ୍ଡିଆର କ୍ୟାପଟେନ କରିବାକୁ ଚିନ୍ତା କରୁଛି ବାସ୍ତବରେ ହାର୍ଦ୍ଦିକ ଖୁବ ଟ୍ରୋଲର ଶିକାର ହୋଇଛନ୍ତି । କିନ୍ତୁ ତାଙ୍କର ଟିମ ମ୍ୟାନଜମେଂଟ ଗେମ ପ୍ଲେ ସମସ୍ତିଙ୍କଠୁ ଭିନ୍ନା ଟିମକୁ କିଭଳି ଗାଇଡ କରାଯିବ ତାର କୌଶଳ ତାଙ୍କୁ ଖୁବ ଭଲଭାବେ ଜଣାା ସେ ଟିମ ସହ ସାଙ୍ଗ ଭଳି ରୁହନ୍ତିା ଆଉ ଚାପରେ ବି କଣ ନିଷ୍ପତି ନିଆଯିବ ତାର କୌ÷ଶଳ ତାଙ୍କୁ ଖୁବ ଭଲ ଭାବେ ଜଣା ଅନେକ ଏକ୍ସପଟଙ୍କ କହିବା କଥା ଯଦି କୋଚ ଗମ୍ଭୀର , ଏବଂ କ୍ୟାପଟେନ ସୂର୍ଯ୍ୟ କୁମାର ଏବଂ ଗିଲ ରହିବେ ତେବେ ଟିମ ଇଣ୍ଡିଆ ୨୦୨୬ ୱାଲଡ କପ ପୂର୍ବରୁ ବରବାଦ ହୋଇଯିବା ଯାହାକୁ ନେଇ ଏବେ କଠୋର ପଦକ୍ଷେପ ନେଇପାରେ ବିସିସିଆଇା

ସମ୍ବନ୍ଧିତ ଖବର ମେସି ଙ୍କୁ ନଦେଖି ତାତିଲେ ଫ୍ୟାନ

Tags: