ଟିମ ଇଣ୍ଡିଆକୁ ଲାଗିଲା ଶକ୍ତ ଝଟକା!
ତୃତୀୟ ଟି-୨୦ରେ ଭାରତ ଦମଦାର ପ୍ରଦର୍ଶନ କରି ସାଉଥ ଆଫ୍ରିକାକୁ ଧରସାୟୀ କରିଛିା କିନ୍ତୁ ଚତୁର୍ଥ ଟି-୨୦ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ ଝଟକାା ଚତୁର୍ଥ ଟି-୨୦କୁ ନେଇ ଟିମ ଇଣ୍ଡିଆ ପ୍ରସ୍ତୁତ ହୋଉଥିବାବେଳେ ଏବେ ଏକ ବଡ ଖବର ସାମ୍ନାକୁ ଆସିଛିା ଯାହାକୁ ଶୁଣି ଦକ୍ଷିଣ ଆଫ୍ରିକରେ ଖୁସିର ମାହୋଲ ଦେଖିବାକୁ ମିଳିଥିବାବେଳେ ଟିମ ଇଣ୍ଡିଆରେ ଚିନ୍ତା ବଢିଯାଇଛିା ଦେହ ଖରାପ ଥିବାରୁ ଟିମ ଇଣ୍ଡିଆର ଜଣେ ଅଲ ରାଉଣ୍ଡର ଓ ବ୍ୟକ୍ତଗତ କାରଣରୁ ଜଣେ ଅଭିଜ୍ଞ ବୋଲର ଟିମର ବାଦ ପଡିବାର ସୂଚନା ମିଳିଛିା
ନୂଆ ଟିମ ଇଣ୍ଡିଆର ନାଁ ଘୋଷଣା ହୋଇଯାଇଛିା ଟି-୨୦ ରେ ଟିମ ଇଣ୍ଡିଆରେ ଆସିଲେ ଜଣେ ନୂଆ ସୁଲତାନା ଏଥର ଏହି ଖେଳାଳୀ ଟିମ ଇଣ୍ଡିଆରେ ରାଜ କରିବୋ ତେବେ କିଏ ଏହି ସେହେବାଜା କ୍ରିକେଟ ଜଗତର ଏକ ବଡ ଖବର ସାମ୍ନାକୁ ଆସିଛିା ତେବେ ଆଗକୁ ଥିବା ସାଉଥ ଆଫ୍ରିକା ସହ ଟିମ ଇଣ୍ଡିଆର ୨ ମ୍ୟାଚ ପାଇଁ ନୂଆ ଟିମ ଇଣ୍ଡିଆର ନାଁ ଘୋଷଣା ହୋଇଛିା ଜଣେ ପ୍ଲେୟାର ଟିମରୁ ବାହାରିଛନ୍ତି ଆଉ ଜଣେ ଟିମରେ ସାମିଲ ହୋଇଛନ୍ତିା ନୂଆ ଟିମରେ ସୂର୍ଯ୍ୟ କୁମାର ଯାଦବ ଟିମର କ୍ୟାପଟେନ ଥିବାବେଳେ ସୁଭମନ ଗିଲ ଭାଇସ କ୍ୟାପଟେନ ଅଛନ୍ତିା ଏହାସହ ତିଲକ ବର୍ମା , ଅସ୍ରଦୀପ ସିଂ,ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ , ଶିବମ ବୁଦେ, ହରସିତ ରାଣା, ଜିତେଶ ଶର୍ମା, ସେହେବାଜ ଅହମ୍ମଦ,ବରୁନ ଚକ୍ରବତୀ, ଅଭିଶେକ ଶର୍ମା ଟିମରେ ସାମିଲ ଅଛନ୍ତିା ତେବେ ଏବେ ସେହେବାଜ ଅହମ୍ମଦ ନୂଆ ଖେଳାଳୀ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆରେ ସାମିଲ ହୋଇଛନ୍ତିାଏବଂ ଅକସର ପଟେଲ ଟିମରୁ ଆଉଟ ହୋଇଛନ୍ତିା
ତେବେ କିଏ ଏହି ଦମଦାର ପ୍ଲେୟାର ସେହେବାଜ ଅହମ୍ମଦା ତେବେ ସେହେବାଜ ହେଉଛନ୍ତି ଲେଫ୍ଟ ହ୍ୟାଣ୍ଡ ସ୍ପିନରା ଅକସର ପଟେଲଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ତାଙ୍କ ବଦଳରେ ଏବେ ସେହେବାଜ ଟିମରେ ସାମିଲ ହୋଇଛନ୍ତିା ଫଳରେ ତାଙ୍କ ବଦଳରେ ଶେଷ ଦୁଇଟି ମ୍ୟାଚରେ ସେହେବାଜ ଖେଳିବୋ ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା ଏ ଖେଳାଳୀ ଜଣଙ୍କ କିଏା ତେବେ ଶେହେବାଜଙ୍କ ବୟସ ହେଉଛି ୩୧ା ୩ଟି ୱାନଡେ ,୨ଟି ଟି-୨୦ ମ୍ୟାଚ ଖେଳିସାରିଛନ୍ତିା ଆଉ ଏହି ଟିମ ଇଣ୍ଡିଆ ପାଇଁ ଖେଳିଥିବା ଏହି ୫ଟି ମ୍ୟାଚରେ ସେ ୫ଟି ୱିକେଟ ନେଇଛନ୍ତିା କିନ୍ତୁ ତାଙ୍କୁ ବେସି ମ୍ୟାଚ ଖେଳିବାକୁ ସୁଯୋଗ ମିଳିପାରିନାହିାଁ ଫଳରେ ତାଙ୍କର ଗେମ ପ୍ଲେ ବେସି ଦେଖିବାକୁ ମିଳିନିା ଯଦି ଆଗାମୀ ୨ଟି ମ୍ୟାଚରେ ତାଙ୍କୁ ଖେଳିବାକୁ ଦିଆଯାଏ ତେବେ ସେ ଦମଦାର ପ୍ରଦର୍ଶନ ଦେଖାଇବେ ବୋଲି ଚର୍ଚ୍ଚା ହେଉଛିା ତେବେ ସେହେବାଜ ହେଉଛନ୍ତି ଜଣେ ଅଲରାଉଣ୍ଡର ଖେଳାଳୀା ସେ ବ୍ୟାଟିଂ ବି କରନ୍ତି, ବୋଲିଂ ବି କରନ୍ତିା ଚତୁର୍ଥ ଟି-୨୦ ମ୍ୟାଚ ଲକ୍ଷ୍ନୋରେ ଖେଳାଯିବା ଫଳରେ ଏବେ ଲକ୍ଷ୍ନୋରେ ପହଂଚି ସାରିଛନ୍ତି ସେହେବାଜା ଏହା ସହ ଟିମ ଇଣ୍ଡିଆ ବି ପହଂଚିଛନ୍ତି । ଏହାସହ ସେହେବାଜ ୩ଟି ଆଇପିଏଲ ଟିମରେ ଖେଳି ସାରିଛନ୍ତିା ସନରାଇଜର୍ସ ହାଇଦ୍ରାବାଦ, ବେଙ୍ଗାଲୁରୁ, ଲକ୍ଷ୍ନୋ ସୁପର ଜାନ୍ଟର୍ସରେ ଖେଳି ସାରିଛନ୍ତିା ଜଣେ ଅଭିଙ୍ଗ ଖେଳାଳୀ ମଧ୍ୟ ସୋ ଫଳରେ ଏବେ ଏହି ଖେଳୀଳୀଙ୍କ ଉପରେ ସବୁ କ୍ରିକେଟ ପ୍ରେମୀଙ୍କର ନଜରା




