ସଞ୍ଜୁଙ୍କ ଦମଦାର ଇଂନିସ , ଭାରତର ଶାନଦାର ବିଜୟ

ସଞ୍ଜୁଙ୍କ ଦମଦାର ଇଂନିସ , ଭାରତର ଶାନଦାର ବିଜୟ
Samaya Live News Picture
Published On

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପର ସେମି ଫାଇନାଲ ମ୍ୟାଚରେ ଟସ ଜିତି ଇଂଲଣ୍ଡ ପ୍ରଥମେ ଫିଲ୍ଡିଂ କରିବାକୁ ପଡିଆକୁ ଓଲ୍ଲାଇଥିଲାା କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଇଂଲଣ୍ଡ କ୍ୟାପଟେନଙ୍କର ବୋଲିଂ ନିଷ୍ପତି ମନହେଉଛି ଭୁଲ ହେଲା ଭଳିଆ । କାରଣ ଏତେବଡ ସେମିଫାଇନାଲ ମ୍ୟାଚରେ ଯେଉଁଠି ଇଂଲଣ୍ଡ ସାମ୍ନାରେ ବିଶ୍ୱର ସବୁଠୁ ବଡ ଟି-୨୦ର ବଡ ଦାବିଦାର ଭାରତ ଥିଲାା  ଏତେ ବଡ ପ୍ରେସର ମ୍ୟାଚରେ ଯେଉଁଠି ବ୍ୟାଟରଙ୍କୁ ସୁହାଇଲାଭଳି ପିଚ ତିଆରି  ହୋଇଥିଲା ସେଠାରେ ଇଂଲଣ୍ଡ କ୍ୟାପଟେନ ବ୍ରୁକଙ୍କର ଫିଲ୍ଡିଂ କରିବାଟା ଭୁଲ ନିଷ୍ପତି ହୋଇଥିଲାା

ଭାରତ ବିନା ପ୍ରେସରରେ ବ୍ୟାଟିଂ କରିବାକୁ ଆସିଥିଲାା କିନ୍ତୁ ଏଇଠି ଭାରତର ଖେଳାଳୀମାନେ ପ୍ରେସରରେ ନଥିଲେ କିନ୍ତୁ କ୍ୟାପଟେନ ସୂର୍ଯ୍ୟ କୁମାର ପ୍ରେସସରେ ଥିଲୋ ମ୍ୟାଚ ଜିତିବା ପରେ ସୂର୍ଯ୍ୟ କୁମାର କହିଥିଲେ ମୁ ବହୁତ ନର୍ଭସ ଥିଲିା ଯଦି କେହି ମୋହ ହୃଦସ୍ପନ୍ଦନ ଯାଂଚ କରିଥାନ୍ତୋ ତେବେ ଜାଣିଥାନ୍ତେ, ମୁଁ କେତେ ନର୍ଭସ ଥିଲିା ଏହା ଏକ ଅବିଶ୍ୱାସନୀୟ ଅନୁଭବା ଯାହା ନିଜେ କ୍ୟାପଟେନ ନିଜ ମୁହଁରେ ଖୁଲାସା କରିଛନ୍ତିା ଏବେ ବଡ ଆଇସିସି ଟୁର୍ଣ୍ଣାମେଂଟରେ କିଛି ବ୍ୟାତିକ୍ରମ ମଧ୍ୟ ଦେଖାଦେଇଥିଲାା ଯାହାକୁ ଦୀଗଜ ଖେଳାଳୀ ଗାଭାସ୍କର ସମାଲୋଚନା କରିଥିଲୋ ବୁମରାହା ବୁମରାହା ଆନାଉଂସ କରିବା  ଆଇସିସି ନିୟମ ବିରୁଦ୍ଧରୋ କିନ୍ତୁ ବେଳି କିଛି ରୋଚକ ଦୃଶ୍ୟ ମଧ୍ୟ ପଡିଆଡେ ଦେଖିବାକୁ ମିଳିଥିଲାା ଭାରତ ଜିତିଗଲା କିନ୍ତୁ ଧୋନି ଏବଂ ସାମସଙ୍ଗ ପ୍ରଶଂସକଙ୍କ ମନ ଜିଣିନେଲୋ ସେମିଫାଇନାଲ ମ୍ୟାଚରେ ଧୋନି ପାଭିଲିୟନରେ ବସି ମ୍ୟାଚ ଦେଖୁଥିଲୋ ଏବଂ ମ୍ୟାଚ ସରିଗଲା ପରେ ସଞ୍ଜୁ ତାଙ୍କ ମହାନତାର ପରିଚୟ ଦେଇଥିଲୋ ପଡିଆରେ ଧୋନିଙ୍କ ପାଦ ଧରି ମୁଣ୍ଡିଆ ମାରିଥିଲୋ ଯାହା ଭାରତୀୟ କ୍ରିକେଟପ୍ରେମୀଙ୍କୁ ଭାବବିହ୍ୱଳ କରିଥିଲାା ମ୍ୟାନ ଅଫ ଦି ମ୍ୟାଚରେ ଯେତେବେଳେ ସଞ୍ଜୁ ସାମସଙ୍ଗକୁ ଡକାଗଲା ସେ ପ୍ରାଇଜ ନେଲେ ସତ କିନ୍ତୁ ଭେଳି କିଛି କରିଦେଲେ ଯାହା ବିଶ୍ୱ କ୍ରିକେଟରେ ଲିପିବଦ୍ଧ ହୋଇ ରହିଗଲାା ସଞ୍ଜୁ ସାମସଙ୍ଗ ତାଙ୍କ ଆଓାର୍ଡଟି ବ୍ରେଥେଲଙ୍କୁ ଦେଲୋ ଏବଂ କହିଲେ ଏ ଆଓାର୍ଡର ବ୍ରେଥେଲ ହିଁ ଏକମାତ୍ର ହକଦାରା

ବର୍ତ୍ତମାନ ଭାରତ ଫାଇନାଲରେ ପ୍ରଦେଶ କରିଗଲା , ଏବଂ ପାକିସ୍ତାନରେ ଚହଳ ପଡିଗଲାା ଯେଉଁ କ୍ରିକେଟରମାନେ କହୁଥିଲେ ଭାରତ ସେମିଫାଇନାଲରେ ହାରିଯିବ ଭାରତ ପାକିସ୍ତାନ ଖେଳାଳୀଙ୍କୁ କଡା ଜବାବ ଦେଇଦେଲାା 
କିନ୍ତୁ ଅଭିଶେକ ଶର୍ମା ପୂର୍ବଭଳି ଫର୍ମରେ ନଥିଲା ଭଳିଆ ଜଣାପଡିଥିଲାା ଏବଂ ୯ରନ କରି ସେ ଜଲଦି ଆଉଟ ହୋଇଯାଇଥିଲୋ ତାପରେ ପଡିଆକୁ ଓଲ୍ଲାଇଥିଲେ ଇଶାନ କିଶାନା କିନ୍ତୁ ସଞ୍ଜୁ ସାମସଙ୍ଗ ପୂର୍ବ ମ୍ୟାଚ ଭଳି ଆକ୍ରମଣାତ୍ମକ ଭଙ୍ଗିରେ ଇଂଲଣ୍ଡର ଦ୍ରୁତ ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲୋ ଏବଂ ପଡିଆରେ ଅପରପକ୍ଷରେ ଇଶାନ କିଶାନ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି ଦର୍ଶକଙ୍କ ମନ ଜିତିଥିଲୋ ଇଶାନ କିଶାନ ୧୮ଟି ବଲ ଖେଳି ୪ଟି ଚୈକା ଏବଂ ୨ଟି ଛକା ସହାୟତାରେ ୩୯ରନ ସଂଗ୍ରହ କରିଥିଲୋ ସଞ୍ଜୁ ଓ ଇଶାନ କିଶାନ ଦ୍ୱିତୀୟ ଓିକେଟରେ ୯୭ରନର ଭାଗିଦାରୀ କରିଥିଲୋ ଏଇଠି ଭାରତ ତାର ବ୍ୟାଟିଂ ଅର୍ଡରରେ ଟିକେ ପରିବର୍ତନ କରିଥିଲାା ଏବଂ ସୁଭମ ଦୁବେଙ୍କୁ ବ୍ୟାଟିଂ କରିବାକୁ ପଠାଇଥିଲୋ ଦୁବେ ପୁରା ଫର୍ମରେ ଥିବାବେଳେ ଭାରତୀୟ ଟିମ ତାଙ୍କ ଉପରେ ଭରଷା କରି ତାଙ୍କୁ ଉପର ଅର୍ଡରରେ ପଠାଇଥିଲୋ ସେ ମଧ୍ୟତୃତୀୟ ଓିକେଟ ଯୋଡିରେ ସ୍ୟାମସଙ୍ଗ ଓ ଦୁବେ ୪୩ରନର ଭାଗିଦାରୀ କରିଥିଲୋ ସଞ୍ଜୁ ସାମସଙ୍ଗ ପଡିଆର ସବୁ କୋଣରେ ଆକ୍ରମଣାତ୍ମକ ଭଙ୍ଗିରେ ବୋଲରଙ୍କୁ ନିର୍ମମ ପ୍ରହାର କରି ମାତ୍ର ୪୨ଟି ବଲ ଖେଳି ୮ ଚୈକା ଏବଂ ୭ ଛକା ମାରି ୮୯ ରନ ସଂଗ୍ରହ କରି ଆଉଟ ହୋଇଥିଲୋ ଏହା ପରେ ପଡିଆକୁ ଆସିଥିଲେ ସୁର୍ଯ୍ୟ କୁମାର ଏବଂ ଦୁବୋ ସୂର୍ଯ୍ୟ କୁମାର ମଧ୍ୟ ସେତେଟା ପ୍ରଭାବ ଦେଖାଇ ପାରିନଥିଲେ ପଡିଆରୋ କିନ୍ତୁ ଶିବମ ଦୁବେ ଆକ୍ରମଣାତ୍ମକ ବ୍ୟାଟିଂ କରି ୨୫ଟି ବଲ ଖେଳି ଗୋଟେ ଚୌକା ଏବଂ ୪ଟି ଛକା ମାରି ୪୩ ରନ ରେ ରନ ଆଉଟ ହୋଇଥିଲୋ  ଏବଂ ତିଲକ ବର୍ମା ୭ବଲରେ ୨୧ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧୨ ବଲରେ ୨୭ରନ କରିଥିଲୋ ଏଇଠି ଭାରତ ଇଂଲଣ୍ଡ ବିରୁଦ୍ଧରେ ୨୫୩ରନର ବିଶାଳ ସ୍କୋର କରିଥିଲାା  ଇଂଲଣ୍ଡ କ୍ୟାପଟେନ  ବ୍ରୁକ ସଞ୍ଜୁ ସାମସଙ୍ଗ କ୍ୟାଚ ଗଳାଇ ବଡ ଭୁଲ କରିଥିଲୋ ଯାହାର ପ୍ରଭାବରେ ସଞ୍ଜୁ କୌଣସି ସୁଯୋଗ ନଦେଇ ଆକ୍ରମଣାତ୍ମକ ଭଙ୍ଗିରେ ୮୯ ରନ କରିଥିଲୋ 
ଇଂଲଣ୍ଡ ବ୍ୟାଟିଂ କରିବାକୁ ଆସି ଭାରତର ବିଶାଳ ସ୍କୋରକୁ ବହୁତ ଭଲ ଭାବରେ ମୁକାବିଲା କରିଥିଲୋ ଏବଂ ୧୦ ଓଭରରେ ୧୩୦ ରନ ସଂଗ୍ରହ କରିଦେଇଥିଲୋ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ବ୍ରେଥେଲ ପଡିଆର ଚାରିକୋଣରେ ଭାରତୀୟ ବୋଲରଙ୍କୁ ଛକା ଚୈକା ମାରି  ଦର୍ଶକଙ୍କ ମୁହଁ ବନ୍ଦ କରିଦେଇଥିଲୋ ପରିସ୍ଥିତି ଏପରି ହୋଇଥିଲା ଇଂଲଣ୍ଡ ଜିତିବା ଅଭିମୁଖେ ଆଗେଇ ଚାଲିଥିଲାା  କିନ୍ତୁ ହଠାତ ୧୬ତମ ଓଭରରେ ବୁମରାହା ବୋଲିଂ କରିବାକୁ ଆସି ମାତ୍ର ୮ରନ ଦେଇ ଇଂଲଣ୍ଡ ପ୍ଲେୟାରଙ୍କୁ ଟେନସନ ଦେଇଦେଇଥିଲୋ ଏବଂ ସୁନ୍ଦର ବୋଲିଂ ର ପ୍ରଦର୍ଶନ କରିଥିଲୋ ୧୮ତମ ଓଭରରେ  ଇଂଲଣ୍ଡକୁ ୪୫ରନ ଦରକାର ହେଉଥିବାବେଳେ ବୁମରାହା ବୋଲିଂ କରିବାକୁ ଆସି ୟର୍କର  ବଲ ପକାଇ ଇଂଲଣ୍ଡ ଦଳକୁ ଅଡୁଆରେ ପକାଇଥିଲୋ ବୁମରାହା ୧୮ତମ ଓଭରରେ ମାତ୍ର ୬ରନ ଦେଇଥିଲୋ ଯାହାଦ୍ୱାରା ଇଂଲଣ୍ଡ ପ୍ରେସରକୁ ଆସିଯାଇଥିଲାା ବୁମରାହାଙ୍କ ଏଭଳି  ବୋଲିଂ କରି ସାରା ବିଶ୍ୱରେ ପ୍ରଶଂସା ସାଉଁଟିଛନ୍ତିା  ସ୍ଲଗ ଉଭରରେ ବ୍ୟାଟ୍ସମ୍ୟାନଙ୍କୁ ୟର୍କର ମାରି ଘାଇଲା କରି ଦେଇଥିଲୋ ଯଦି କ୍ରିକେଟ ଜଗତରେ ଆଜି ଦିନରେ ଗୋଟିଏ ନାଁ ନିଆଯାଏଁ ସେ ହେଉଛନ୍ତି ବୁମରାହାା ରବି ଶାସ୍ତ୍ରୀ ଗାଭାସ୍କର ଏବଂ ଶୋଏବ ଅକତର ଏବଂ  ପୃଥୀବୀର ନାମିଦାମୀ ଖେଳାଳୀ ମାନେ ବୁମରାହାଙ୍କୁ ପ୍ରଶଂସାରେ ପୋତି ଦେଇଥିଲୋ ୧୯ତମ ଓଭରରେ ହାର୍ଦ୍ଦିକ ବୋଲିଂ କରିବାକୁ ଆସି ମାତ୍ର ୯ରନ ଦେଇ ଇଂଲଣ୍ଡ ହାତରୁ ହିଜୟ ଛଡାଇ ନେଇଥିଲୋ ଏବଂ ଇଂଲଣ୍ଡ ଭାରତଠୁ ୭ରନରେ ହାରି ଯାଇଥିଲାା

Tags: