ଦମଦେଖାଇଲେ ରିଷବ ପନ୍ଥ , ଜିତିଗଲା ଏଲଏସଜି
ପୁଣି ଏକ ରୋମାଂଚକର ମ୍ୟାଚ । ପୁଣି ଏକ ଧମାକାଦାର ଇନିଂସ । ମିଚେଲଙ୍କ ଦମଦାର ଶତକ ଓ ରିଷବଙ୍କ ଜବରଦସ୍ତ ଇନିଂସ ବଳରେ ଆରସିବିଠୁ ମ୍ୟାଚ ଛଡାଇନେଲା ଏଲଏସଜିା ଇକାନା ଷ୍ଟାଡିୟମରରେ ଗତ କାଲି ମ୍ୟାଚ ହୋଇଥିଲା ରୋମାଂଚର ମ୍ୟାଚା ଯେଉଁଠାରେ ଲେକ୍ଷ ସୁପର ଯାଏଂଟସ ଦମଦାର ପ୍ରଦର୍ଶନ କରି ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆରସିବି ପରାସ୍ତ କରିଥିଲାା ଲଗାତାର ଛଅଟି ମ୍ୟାଚରେ ପରାଜୟ ପରେ ଚାପରେ ଥିବା ଏଲଏସଜି ପାଇଁ ଏହି ମ୍ୟାଚ କର ନହେଲେ ମର ଭଳି ପରିସ୍ଥିତି ହୋଇଯାିଥିଲାା ଯଦି କାଲିର ମ୍ୟାଚରେ ଆରସିବି ବିଜୟୀ ହୋଇଥାନ୍ତା ତେବେ ଏଲଏସଜି ପ୍ଲେଅଫ୍ ରେସରୁ ବାହାରି ଯାଇଥିବା ପ୍ରଥମ ଦଳ ହୋଇ ଯାଇଥାନ୍ତାା କିନ୍ତୁ ରିଷବ ପନ୍ତଙ୍କ ନେତୃତ୍ୱରେ ଦଳ ଜବରଦସ୍ତ କମବ୍ୟାକ୍ କରିଛି । ଘରୋଇ ମାଟିରେ ଘରୋଇ ଫ୍ୟାନ୍ସକୁ ଖୁସି କରିଦେଇଛିା
ପ୍ରଥମେ ବର୍ଷା ପାଇଁ ମ୍ୟାଚଟି ୨୦ ଓଭରର ନହୋଇ ୧୯ ଓଭରକୁ କମାଇ ଦିଆଯାଇଥିଲାା ଟସ ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଏଲଏସଜି ସୁପର ଜାଏଂଟସ ଆରମ୍ଭରୁ ଆକ୍ରମଣାତ୍ମକ ମନୋଭାବ ଦେଖାଇଥିଲାା ମ୍ୟାଚ ଦେଖିଲେ ଲାଗୁଥିଲା ମିଚେଲ ମାର୍ଶ କିଛି ଅନ୍ୟ ମୁଡରେ ହିଁ ଅଛନ୍ତିା ଓଦା ପିଚ୍ ଏବଂ ମ୍ୟାଚରେ ଚାପ ସତ୍ୱେ ସେ ଆରସିବି ବୋଲରମାନଙ୍କୁ କୈଣସି ସୁଯୋଗ ଦେଇନଥିଲୋ ମିଚେଲ ମାତ୍ର ୫୬ ବଲରେ ଧୁଆଁଧାର ବ୍ୟାଟିଂ କରି ୧୧୧ ରନ କରିଥିଲୋ ଯେଉଁଥିରେ ସେ ୯ଟି ଛକା ୯ ଚୈକାା ଏହି ଶତକ ଏଲଏସଜି ପାଇଁ ସବୁଠାରୁ ଦ୍ରୁତ ଶତକ ମଧ୍ୟ ହେଲାା ମାର୍ଶଙ୍କ ବ୍ୟାଟରୁ ବର୍ଷା କରି ରନ ବର୍ଷିଥିଲାା ଏବଂ ଇକାନା ଷ୍ଟାଡିୟମରେ ଦର୍ଶକମାନେ ଉତ୍ସାହରେ ଫାଟିପଡିଥିଲୋ
ଅନ୍ୟପଟେ ଅର୍ସିନ କୁରକର୍ଣ୍ଣି ଧୀରେ ଖେଳୁଥିଲୋ ସେ ୨୪ ବଲରେ କେବଳ ୧୭ ରନ କରି ପାଭିଲିୟନକୁ ଫେରିଯାଇଥିଲୋ ତାପରେ ନିକୋଲାସ ପୁରନ ମିଚେଲ ମାର୍ଶଙ୍କ ପାର୍ଟନରସିପରେ ଦଳ କେ ପ୍ରକାର ସ୍ଥିତିକୁ ଫେରିଥିଲାା ପୁରନ ୨୩ ବଲରେ ୩୮ ରନ କରି ଦଳକୁ ମଜବୁତ ସ୍ଥିତିକୁ ନେଇଥିଲୋ କିନ୍ତୁ ଶେଷ ଓଭରରେ ମ୍ୟାଚର ରଙ୍ଗ ବଦଳାଇଦେଇଥିଲେ ରିଷବ ପନ୍ଥ । ମେ ମାତ୍ର ୧୦ଟି ବଲରେ ୩୨ ରନ କରିଥିଲୋ ଆଉ ପନ୍ଥ ବ୍ୟାଟିଂରେ ଥିଲା ଧୋନିଙ୍କ ଷ୍ଟାଇଲର ଫିନିସିଂର୍ଟ୍ା ପନ୍ଥ ଶେଷ ମୁହୂର୍ତରେ ବଡ ଶଟ୍ ଖେଳି ଦଳକୁ ୧୯ ଓଭରରେ ୨୦୯ ରନର ବିଶାଳ ସ୍କୋରକୁ ପହଂଚାଇ ଦେଇଥିଲୋ ଫଳରେ ଆରସିବି ଆଗରେ ଟାର୍ଗେଟ ଥିଲା ୨୧୦ ରନା
ଏବେ ବଡ ରନର ଟାର୍ଗେଟକୁ ପିଛା କରି ଆରସିବି ଭରସା କରିଥିଲା ବିରାଟ ଏବଂ ଜାକବ ବେଥେଲଙ୍କ ଉପରୋ କିନ୍ତୁ ଏଲଏସଜି ବୋଲର ମାନେ ପା ୱାର ପ୍ଲେରୁ ହିଁ ମ୍ୟାଚର ଦିଗ ପରିବର୍ତନ କରିଦେଲୋ ମହମ୍ମଦ ଶାମି ପ୍ରଥମେ ଆଘାତ ଦେଇ ଜାକବ ବେଥେଲଙ୍କୁ ମାତ୍ର ୪ ରନରେ ଆଉଟ କରିଦେଲୋ ତାପରେ ବୋଲିଂ କରିବାକୁ ଆସିଥିଲେ ଯୁବ ବୋଲର ପ୍ରିନ୍ସ ଯାଦବା ଆଉ ସେହି ସମୟରେ ସମସ୍ତିଙ୍କ ନଜର ଥିଲା ବିରାଟ କୋହଲିଙ୍କ ଉପରୋ କିନ୍ତୁ ପ୍ରିନ୍ସ ଯାଦବ ତାଙ୍କ ଦ୍ୱିତୀୟ ବଲରେ ହିଁ ଚମକôାର କରିଦେଇଥିଲୋ ତାଙ୍କ ବୋଲିଂ ଲେନ୍ଥରେ କୋହଲି କ୍ଲିନ ବୋଲ୍ଡ ହୋଇ ଆଉଟ ହୋଇଗଲୋ କୋହଲିଙ୍କ ୱିକେଟ ପରେ ଆରସିବି ଚାପରେ ପଡିଗଲାା ଦେବବର୍ତ ପାଡିକ୍କଲ ଓ ଅଧିନାୟକ ରଜତ ପାଟିଦାର ଦଳକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲୋ ପାଡିକ୍କଲ ୨୫ ବଲରେ ୩୪ ରନ କରିଥିଲୋ ଏବଂ ରଜତ ପାଟିଦାର ଏକ ଆକ୍ରମଣାତ୍ମକ ଖେଳ ଦେଖାଇଥିଲୋ ସେ ୩୧ ବଲ୍ରୁ ୬୧ ରନ୍ କରି ଜଉଈକୁ ମ୍ୟାଚ୍ରେ ରଖିଥିଲେ। ତାଙ୍କ ଇନିଂସରେ ଥିଲା ଛକା ଓ ଚୌକାର ବର୍ଷା। କିନ୍ତୁ ୬୧ ରନ୍ରେ ପାଟିଦାର ଆଉଟ୍ ହେବା ସହିତ ମ୍ୟାଚ୍ର ରୁପରେଖା ପୁଣି ବଦଳିଯାଇଥିଲା। ତା’ପରେ ଜିତେଶ ଶର୍ମା ମାତ୍ର ଗୋଟିଏ ରନ୍ କରି ବିଦାୟ ନେଇଥିଲେ।ଜଉଈର ଆଶା ତା’ପରେ ଡେଭିଡ୍ଙ୍କ ଉପରେ ଥିଲା। ସେ ମାତ୍ର ୧୭ ବଲ୍ରେ ୪୦ ରନ୍ କରି ମ୍ୟାଚ୍କୁ ପୁଣି ରୋମାଞ୍ଚକର କରିଦେଇଥିଲେ। ତାଙ୍କ ବଡ଼ ଶଟ୍ଗୁଡ଼ିକ ଦେଖି ଲାଗୁଥିଲା ଜଉଈ ମ୍ୟାଚ୍ ଛିନିନେବ। କିନ୍ତୁ ଡେଭିଡ୍ଙ୍କ ୱିକେଟ୍ ପଡ଼ିବା ସହିତ ମ୍ୟାଚ୍ ପୁଣି ଖଝଏ ପକ୍ଷକୁ ଝୁକିଯାଇଥିଲା।
ଶେଷ ୧୨ଟି ବଲ୍ରେ ଜଉଈକୁ ୩୩ ରନ୍ ଦରକାର ଥିଲା। ପ୍ରିନ୍ସ ଯାଦବ ୧୮ତମ ଓଭରରେ ୧୩ ରନ୍ ଦେଇଥିଲେ। ତା’ପରେ ଶେଷ ଓଭରରେ ଜଉଈକୁ ଜିତିବା ପାଇଁ ୨୦ ରନ୍ ଆବଶ୍ୟକ ଥିଲା। ଏହି ସମୟରେ ଦିଗ୍ବେଶ ରାଠି ଶାନ୍ତ ମନରେ ବୋଲିଂ କରି ମାତ୍ର ୧୦ ରନ୍ ଦେଇଥିଲେ। ତାଙ୍କ ନିୟନ୍ତ୍ରିତ ବୋଲିଂ ସାମ୍ନାରେ ଜଉଈ ବ୍ୟାଟସମ୍ୟାନମାନେ ବଡ଼ ଶଟ୍ ଖେଳିପାରିନଥିଲେ। ଶେଷରେ ଖଝଏ ୯ ରନ୍ରେ ଏହି ମହତ୍ୱପୂର୍ଣ୍ଣ ମ୍ୟାଚ୍କୁ ଜିତିନେଇଥିଲା।ଏହି ବିଜୟ ସହ ଖଝଏ ପୁଣିଥରେ ପ୍ଲେଅଫ୍ ଆଶାକୁ ଜୀବନ୍ତ ରଖିଛି। ମିଚେଲ ମାର୍ଶଙ୍କ ଐତିହାସିକ ଶତକ ଏବଂ ପ୍ରିନ୍ସ ଯାଦବଙ୍କ ଘାତକ ବୋଲିଂ ଆଜିର ମ୍ୟାଚ୍ର ସବୁଠାରୁ ବଡ଼ ଆକର୍ଷଣ ଥିଲା। ବିଶେଷକରି ବିରାଟ କୋହଲିଙ୍କୁ ଶୂନ୍ୟରେ କ୍ଲିନ୍ ବୋଲ୍ଡ କରିବା ପରେ ପ୍ରିନ୍ସ ଯାଦବ ରାତିରେ ହିଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଯାଇଛନ୍ତି। ଇକାନା ଷ୍ଟାଡିୟମରେ ଆଜି ଖଝଏ କେବଳ ଏକ ମ୍ୟାଚ୍ ଜିତିନଥିଲା, ସେମାନେ ନିଜ ଆତ୍ମବିଶ୍ୱାସ ଓ ସମ୍ମାନକୁ ମଧ୍ୟ ପୁଣିଥରେ ଫେରାଇଆଣିଛନ୍ତି।



