ଧୋନିଙ୍କ ବିସ୍ଫୋରକ ବୟାନ ଟିମ୍ ଇଣ୍ଡିଆରେ ଚହଳ!

ଧୋନିଙ୍କ ବିସ୍ଫୋରକ ବୟାନ ଟିମ୍ ଇଣ୍ଡିଆରେ ଚହଳ!
Samaya Live News Picture
Published On

ଖେଳରେ ତ ହାରଜିତ ଲାଗି ରହିଥାଏା କେତେବେଳେ କିଏ ଯିତେ ତ କେତେବେଳେ କିଏ ହାରୋ କ୍ରିକେଟ ଗୋଟେ ସେହି ଭଳିଆ ଖେଳ ଯାହାର ଲୋକପ୍ରିୟତା ଭାରତବର୍ଷରେ ଖୁବ ଅଧିକା କିନ୍ତୁ ଏବେ କୋଚ ଗମ୍ଭୀରଙ୍କୁ ନେଇ ବିଭିନ୍ନ ଗଣମାଧ୍ୟମରୁ ବିଭିନ୍ନ କଥା ଶୁଣିବାକୁ ମିଳୁଥିବାବେଳେ ଦ୍ୱିତୀୟ ଟି-୨୦ ମ୍ୟାଚରେ  ଭାରତ ହାରିବାପରେ ଧୋନିଙ୍କ ବିସ୍ଫୋରକ ବୟାନ କ୍ରିକେଟ ଜଗତରେ ଚହଳ ସୃଷ୍ଟି କରିଛିା ଧୋନି ଟିମ ଇଣ୍ଡିଆକୁ ନେଇ ଏମିତି କିଛି ବୟାନ ଦେଇଛନ୍ତି ଯାହାକୁ ଶୁଣି ଟିମ ଇଣ୍ଡିଆ ଭିତରେ କଣ ଚାଲିଛି ତାହା ଭଲଭାବରେ ଅନୁମାନ କରାଯାଇଛିା 
ଏବେ ଚର୍ଚ୍ଚା ହେଉଛି କାହିଁକି ହଠାତ ରାଗିଗଲେ ଧୋନିା ଧୋନୀଙ୍କ ରାଗିବା ପଛରେ କାରଣ କଣା ଦ୍ୱିତୀୟ ଟି-୨୦ ରେ ଭାରତ ପରାଜୟ ପରେ କଣ ଏମିତି ଘଟିଲା ଟିମ ଇଣ୍ଡିଆରୋ ପୂରା ଟିମ ଯେତେବେଳେ ଡ୍ରେସିଂ ରୁମରେ ବସିଥିଲେ ହାର୍ଦ୍ଦିକ କାହିଁକି ବାରମ୍ବାର ନିଜ ଜୋତା ଖୋଲିକି ବାନ୍ଧୁଥିଲୋ ଏହା ସଫା ସଫା ଦର୍ଶାଉଛି ଯେ , କିଛି ଗୋଟେ ଭୁଲ ହୋଇଛିା ପରିସ୍ଥିତି ଏତେ ଗମ୍ଭୀର ଥିଲା ଯେ, କେହି କାହା ମୁହଁକୁ ବି ଚାହିଁ ପାରୁନଥିଲୋ ଏହି ସମୟରେ ସ୍କ୍ରିନରେ ଧୋନିଙ୍କର ଭିଡିଓ ଚାଲିଲାା ଯାହାକୁ ଶୁଣି ସବୁ କ୍ରିକେଟ ପ୍ରେମୀ ଆଶ୍ଟର୍ଯ୍ୟ ହୋଇଗଲୋ 
ସାଉଥ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ଲଜ୍ଜ୍ୟାଜନକ ପରାଜୟର ଶୀକାର ହୋଇଛିା ଆଉ ଏଭଳି ପରାଜୟକୁ ନେଇ ରାଗରେ ଜରଜର ଧୋନିା ପରାଜୟକୁ ନେଇ ଧୋନି ମୁହଁ ଖୋଲିଛନ୍ତିା ଏଭଳି ପରାଜୟର ଗୋଟି ଗୋଟି କାରଣ ଦର୍ଶାଇଛନ୍ତି ମହେନ୍ଦ୍ର ସିଂ ଧୋନିା ସବୁଠୁ ଅଧିକ ଚର୍ଚ୍ଚା ସେ ରୋହିତ କୋହଲି ଏବଂ ଗମ୍ଭୀରଙ୍କୁ ନେଇ କରିଛନ୍ତିା ଯାହାକୁ ଶୁଣି ସବୁ କ୍ରିକେଟପ୍ରେମୀ ସ୍ତବ୍ଧ ହୋଇଗଲୋ ଧୋନୀଙ୍କ ବୟାନ ଏତେ କଡା ଥିଲା ଯେ ତାକୁ ଶୁଣି ହାର୍ଦ୍ଦିକ ପାଣ୍ଡ୍ୟା ସୂର୍ଯ୍ୟ କୁମାରଙ୍କ ମଧ୍ୟ ହୋସ ଉଡିଯାଇଛିା 
ତେବେ ଦର୍ଶକବନ୍ଧୁ ଧୋନି ଏମିତି କଣ କହିଲେ, କଣ ବୟାନ ଦେଲେ , କେଉଁ ପରିବର୍ତନର ଦାବି କରିଛନ୍ତି ତାକୁ ନେଇ ଏବେ ସବୁଠି ଚର୍ଚ୍ଚାା ତେବେ ଆସନ୍ତୁ ଜାଣିବା ଧୋନି ଏପରି କଣ କହିଦେଲେ ତାକୁ ନେଇ ଏବେ କ୍ରିକେଟ ଜଗତରେ ହଇଚଇ ସୃଷ୍ଟି ହୋଇଛିା ଧୋନି ଭାରତର ପରାଜୟ ୭ଟି ବଡ କାରଣ ଦର୍ଶାଇଛନ୍ତିା ପ୍ରଥମ କଥା ସେ କହିଛନ୍ତି ଏହି ମ୍ୟାଚ ଜିତିବା ଆମ ପାଇଁ ଖୁବ ଜରୁରୀ ଥିଲାା କିନ୍ତୁ ଟିମ ଇଣ୍ଡିଆ ଯେଉଁ ଭୁଲ କରୁଛି, ତାକୁ ଅଣଦେଖା ଆଦୌ କରିହେବ ନାହିାଁ ଶୁଭମନ ଗିଲଙ୍କୁ ମୁଁ ପ୍ରଥମରୁ ହିଁ କହିଥିଲି ଟିମରେ ସାମିଲ ନକରିବା ପାଇଁ, କାରଣ ଏବେ ସେ ସୁସ୍ଥ ହୋଇଛନ୍ତି, ତାଙ୍କୁ ଟିକେ ସମୟ ଦିଆଯାଉା କିନ୍ତୁ କ୍ୟାପଟେନ ସୂର୍ଯ୍ୟ କୁମାର ଯାଦବ ତାଙ୍କୁ ଟିମ ରେ ସାମିଲ କରିଛନ୍ତିା ଯାହାର ପରିଣାମ ଟିମ ଇଣ୍ଡିଆ ଭୋଗୁଛିା ଏହାସହ ଡିକକ୍କୁ ୯୦ ରନରେ ହରେଇବା ଅପେକ୍ଷା ଟିମ ଇଣ୍ଡିଆକୁ ଚେଷ୍ଟା କରିବାକୁ ତାଙ୍କୁ ୩୦-ରୁ ୪୦ ରନରେ ଫସେଇବାର ଥିଲାା କିନ୍ତୁ ଏମାନେ ସେତିକି ବି କରିପାରିଲେ ନାହିାଁ ଯଦି ଭାରତର ଏଭଳି ପରାଜୟ ହୋଇଛି ତେବେ ଏଥିପାଇଁ ସଂପୂର୍ଣ୍ଣ ଦାୟୀ ବି ଏମାନୋ ଦ୍ୱିତୀୟ ଟି-୨୦ରେ ଅସରଦୀପ ଗୋଟିଏ ଓଭରେ ୭ଟି ୱାଇଡ ବଲ ପକାଇଛନ୍ତିା ଏହା କେତେ ଦୂର ଠିକା ଆଉ ଏହି ସମୟରେ ଗମ୍ଭୀରଙ୍କ ରାଗିଯିବା ବି ଭୁଲା ଏଭଳି କରିବା ଦ୍ୱାରା ଖେଳାଳୀର ମନୋବଳ ଦୁର୍ବଳ ହୋଇଯିବା ଏହାସହ ଧୋନି ଆହୁରୀ ମଧ୍ୟ କହିଛନ୍ତି, ଟିମର ପ୍ରଥମରୁ ୱିକେଟ ଯିବାର ନଥିଲାା ଯାହାକି ପରାଜୟର ବଡ କାରଣା ଯଦି ଶୁଭମନ ଗିଲ ଏବଂ ଅଭିଶେଷ ଶର୍ମା ଦମଦାର ପ୍ରଦର୍ଶନ କରିଥାନ୍ତେ ହୁଏତଃ ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତାା ଆଉ ଏଭଳି ପରିସ୍ଥିତି ରେ ଟିମ ଇଣ୍ଡିଆରେ ରୋହିତ ଏବଂ କୋହଲିଙ୍କ ଫେରିବାକୁ ପଡିବା

Tags: