ଦିଲ୍ଲୀ ହାତରୁ ଖସିଲା ମ୍ୟାଚ ,ଜିତିଗଲା ସିଏସକେ
ଆଇପିଏଲ ମ୍ୟାଚ ଯେତେ ସରି ସରି ଆସୁଛି ସେତେ ରେମାଂଚକର ତଥ୍ୟ ଦେଖିବାକୁ ମିଳୁଛିା କାଲିର ମ୍ୟାଚରେ ଏଭଳି କିଛି ଘଟିଲା ଯାହା ଚେନ୍ନାଇ ସୁପର କିଙ୍ଗସର ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲାା ହଁ ଅଜ୍ଞା ସେ ଆଉ କେହି ନୁହେଁ ସଂଜୁ ସାମସନା ଟି-୨୦ରେ ସାମସନ ଏମିତି ଏକ ଚେହାରା ଯାହାକୁ ନେଇ ବିଶ୍ୱ କ୍ରିକେଟରେ ଆଲୋଚନା ଆରମ୍ଭ ହୋଇଗଲାଣିା କଥାରେ ଅଛି ସୁଯୋଗ ଥରେ ଆସୋ ସେହିଭଳି ଟି-୨୦ ବିଶ୍ୱ କପରେ ହଠାତ ସଂଜୁଙ୍କୁ ସୁଯୋଗ ମିଳିଲାା ଏବଂ ତାଙ୍କ କ୍ୟାରିୟରର ସବୁଠୁ ଭଲ ମୂହୂର୍ତ୍ତ ଆରମ୍ଭ ହୋଇଗଲାା ଟି-୨୦ ମ୍ୟାଚ ଭାରତ ଜିତିଗଲା ଏବଂ ପରବର୍ତୀ ସମୟରେ ଆଇପିଏଲ ମ୍ୟାଚ ଆରମ୍ଭ ହୋଇଗଲାା ଚେନ୍ନାଇ ସୁପର କିଙ୍ଗସ ଦଳ ତରଫରୁ ବ୍ୟାଟିଂ କରିବାକୁ ଆସି୍ଲେ ସଂଜୁ ସାମସନା ଉନ୍ନତମାନର ପ୍ରଦର୍ଶନ କରି ତାଙ୍କ କୁଶଳୀ ବ୍ୟାଟିଂର ପ୍ରଦର୍ଶନ ଦେଖାଇଥିଲୋ ୧୫୦ ଉପରେ ଷ୍ଟ୍ରାଇକ ରେଟରେ ଖେଳି ସମସ୍ତିଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲୋ ମ୍ୟାଚ ପରେ ମ୍ୟାଚ ଭଲ ପ୍ରଦର୍ଶନ ଏବଂ ରନ କରି ସିଏସକେ ଦଳକୁ ଜିତେଇବାରେ ବଡ ଭୂମିକା ଗ୍ରହଣ କରିଥିଲୋ କାଲିର ମ୍ୟାଚରେ ତାଙ୍କର ଅଭିଜ୍ଞ ବ୍ୟାଟିଂ ଦେଖିବାକୁ ମିଳିଥିଲାା ସେ ଶତକ ମାରିପାରିଲେନି ସତ କିନ୍ତୁ ଟିମକୁ ଜିତେଇବାରେ ବଡ ଭୂମିକା ଗ୍ରହଣ କରିଥିଲୋ କାଲିର ମ୍ୟାଚରେ ଋତୁରାଜ ଗାଇକ୍ୱାଡ ତାଙ୍କ ବିଚକ୍ଷଣ ବୁଦ୍ଭି ଦଳରେ ଟିମକୁ ଜିତେଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲୋ ଯାହା ତାଙ୍କୁ ଏକ ଅଭିଜ୍ଞ କ୍ୟାପଟେନ ରୂପେ ପରିଚିତ କରାଇଥିଲାା
ଆଇପିଏଲର ୨୦୨୬ ର ୪୮ ତମ ମ୍ୟାଚ ମଙ୍ଗଳବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିଲାା ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇକୁ ୧୫୬ ରନର ଟାର୍ଗେଟ ଦେଇଥିଲାା ଅଧିନାୟକ ଅକ୍ଷର ପଟେଲ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲୋ ଦିଲ୍ଲୀ ୨୦ ଓଭରରେ ୭ ୱିକେଟ ହରାଇ କେବଳ ୧୫୫ ରନ କରିପାରିଥିଲାା ଆରମ୍ଭରୁ ଓପନିଂ କରିଥିଲେ ପଥୁମ ନିସାଙ୍କା ଏବଂ କେଏଲ ରାହୁଲା ଉଭୟ ଖେଳାଳୀ ଏକ ଭଲ ଆରମ୍ଭ କରି ୪ ଓଭରରେ ୨୯ରନ କରିଥିଲୋ ପଥୁମ ନିସାଙ୍କା ୧୫ ବଲରେ ୪ ଟି ଚୈକା ମାରି ଶେଷରେ ପାଭିଲିୟନକୁ ଫେରି ଯାଇଥିଲୋ ଅନ୍ୟପଟେ କେଏଲ ରାହୁଲ ୧୩ ବଲରେ ୨ଟି ଚୈକା ସହ ୧୨ ରନ କରିଥିଲୋ ପଥୁମ ଆଉଟ ହେବା ପରେ ଦଳର ଓି୍ୱକେଟ ଲଗାତାର ଯିବା ଆରମ୍ଭ ହେଲାା ପରିସ୍ଥିତି ଏପରି ହୋଇଗଲା ଯେ, ଦଳ କେବଳ ୬୯ ରନରେ ୫ ଟି ବଡ ବଡ ଓି୍ୱକେଟ ହରାଇ ସାରିଥିଲାା କିନ୍ତୁ ପରେ ଦଳକୁ ସମ୍ଭାଳିଥିଲେ ସମୀର ରିଜଭୀା ରିଜଭୀ ୨୪ ବଲରେ ୪ ଟି ଛକା ସହ ୪୦ ରନ କରି ଅପରାଜିତ ରହି ଦଳକୁ ଏକ ସ୍ଥିିତିକୁ ପହଂଚାଇଥିଲୋ ଏବଂ ଚେନ୍ନାଇକୁ ୧୫୬ ରନର ଟାର୍ଗେଟ ଦେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସା ୧୫୬ ରନର ଟାଗେ୪ର୍ଟକୁ ପିଛି କରି ପଡିଆକୁ ଓଲ୍ଲାଇଥିବା ଚେନ୍ନାଇ ଆରମ୍ଭରୁ ସତର୍କତା ଦେଖାଇ ଖେଳି ଥିଲାା ଆରମ୍ଭରୁ ଅଧିନାୟକ ରୁତୁରାଜ ଗାଇକ୍ୱାଡ ଏବଂ ଉର୍ଭିଲ ପଟେଲ ଓିକେଟ ହରାିଥିଲୋ କିନ୍ତୁ ଏହାପରେ ପଡିବାକୁ ଆସି କମାଲ କରିଥିଲେ ସଂଜୁ ସାମସନା ସଂଜୁ ଏବଂ କାର୍ତିକ ଶର୍ମା ୧୧୪ ରନର ଅପରାଜିତ ପାର୍ଟନରସିପ କରି ଦଳକୁ ଜିତାଇଥିଲୋ
ତେବେ ଏବେ ସବୁଠି ଚର୍ଚ୍ଚାରେ ସଂଜୁ । କାରଣ ଏବେ ସେ ଖ୍ନେଷ୍ଠ ବ୍ୟାଟିଂ କରୁଛନ୍ତିା ସେ କେବଳ ବ୍ୟାଟିଂ କରୁନାହାଁନ୍ତି ସେ ମ୍ୟାଚ କୁ ଜିତାଉଛନ୍ତି ମଧ୍ୟା କାରଣ ସେ ବିଭିନ୍ନ ସମୟରେ ବିଭିନ୍ନ ଷ୍ଟାଇଲରେ ବ୍ୟାଟିଂ କରୁଛନ୍ତିା ଦିଲ୍ଲୀ ବିପକ୍ଷ ମ୍ୟାଚରେ ଗୋଟିଏ ଓଭରରେ ଗୋଟିଏ ଚୈକା ନଚେତ ଛକା ମାରୁଥିଲୋ ଏହା ୧୦୦ରୁ କମଷ୍ଟ୍ରାଇକ ରେଟରେ ସେ ଖେଳୁଥିଲୋ ସେ କୁଲଦିପ ୟାଦବ ଏବଂ ନଟରାଜଙ୍କ ବଲର ଚାପରେ ମଧ୍ୟ ଛକା ଚୈକା ମାରିଛନ୍ତିିା ପାଓାର ପ୍ଲେ ରେ ମଧ୍ୟ ତାଙ୍କ ବ୍ୟାଟ କଥା କହୁଥିଲାା କିନ୍ତୁ ସେ ସତକ ହାସଲ କରିପାରିଲେ ନାହିଁ ସତ କିନ୍ତୁ ସେ ଯେଉଁ ଚମକôାର ପ୍ରଦର୍ଶନ କରିଛନ୍ତି ତାହା ପ୍ରଶଂସାରର ପାତ୍ରା ପ୍ରତି ଓଭରରେ ଛକା ଚୈକା କେଉଁ ବଲରେ ବୋଲରଙ୍କୁ ଚାପ ଦେବା ସଠିକ ରଣନୀତି ଆପଣାଇଥିଲେ ସଂଜୁା ଦଳ ଭିତରେ ଚାପ ଅଧିକ ଥିଲା କିନ୍ତୁ ସେ କୈଣସି ଚାପରେ ନରହି ରନ ରେଟ ବଢାଇ ଚାଲିଥିଲୋ ତାଙ୍କର ଭଲ ପ୍ରଦର୍ଶନ ପାଇଁ ଗତକାଲି ମ୍ୟାଚ ସିଏକେ ଖାତାକୁ ଗଲାା
ସିଏସକେ ଜିତିବା ପରେ ଏବେ ପଏଂଟ ଟେବୁଲରେ ଏକ ବଡ ଓଲଟାଫେର ଦେଖିବାକୁ ମିଳିଛିା ପଏଂଟ ଟେବୁଲରେ ଦଳ ଏବେ ଟିକେ ଉପରକୁ ଉଠିଛିା ଚେନ୍ନାଇ ଏବେ ପଏଂଟ ଟେବୁଲରେ ଷଷ୍ଠ ସ୍ଥାନରେ ଅଛିା ୧୦ ମ୍ୟାଚ ଖେଳିଥିବାବେଳେ ୫ ଟି ମ୍ୟାଚ ଜିତିଛି ଏବଂ ୫ ଟି ମ୍ୟାଚ ହାରିଛିା ଏହିଭଳି ଯଦି ଆଗକୁ ଚେନ୍ନାଇର ଭଲ ପ୍ରଦର୍ଶନ ଜାରି ରୁହେ ତେବେ ଅଦଳ ଆହୁରି ଆଗକୁ ଉଠିବାର ଆଶଙ୍କା ଅଛିା



